ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀଙ୍କ ଘର ପରିସରରେ ଖସି ପଡ଼ିଲା ଡ୍ରୋନ୍। ଡ୍ରୋନ୍କୁ ନେଇ ସନ୍ଦେହ ପ୍ରକାଶ କଲେ ସାଂସଦ ସୁରେଶ ପୂଜାରୀ। ସନ୍ଦିଗ୍ଧ ଡ୍ରୋନ୍ କାହାର ଜଣାପଡ଼ିନି, ବେଲପାହାଡ଼ ପୁଲିସ ଛାନଭିନ୍ ଜାରି ରଖିଛି ।
Related Posts

ଶପଥ ଗ୍ରହଣ ସମାରୋହ ପୂର୍ବରୁ ନରେନ୍ଦ୍ର ମୋଦୀ ଏନଡିଏ ନେତାଙ୍କ ସହ ଆଲୋଚନା !
ଶପଥ ଗ୍ରହଣ ସମାରୋହ ପୂର୍ବରୁ ନରେନ୍ଦ୍ର ମୋଦୀ ଏନଡିଏ ନେତାଙ୍କ ସହ ଆଲୋଚନା !

ଏକକ ନିର୍ବାଚନ ପାଇଁ ଗଠନ ହେଲା ଯୁଗ୍ମ ସଂସଦୀୟ କମିଟି
ୱାନ୍ନେସନ୍ୱାନ୍ଇଲେକ୍ସନ୍ବିଲ୍ ନୂଆଦିଲ୍ଲୀ:ଏକକ ନିର୍ବାଚନ ପାଇଁ ଗଠନ ହେଲା ଯୁଗ୍ମ ସଂସଦୀୟ କମିଟି ବା ଜେପିସି । ଜେପିସିରେ ଓଡ଼ିଶାର ଦୁଇ ସାଂସଦ ଭର୍ତ୍ତୃହରି ମହତାବ ଓ ସମ୍ବିତ…

ମହାରାଷ୍ଟ୍ରର ସିନ୍ଧୁଦର୍ଗ ଜିଲ୍ଲାରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାରେ ଶୁକ୍ରବାର ଦିନ ଏହି ମୂର୍ତ୍ତିର ନକ୍ସା ନିର୍ମାତାଙ୍କୁ ଗିରଫ କରାଯାଇଛି।
ଶିବାଜୀ ପ୍ରତିମୂର୍ତ୍ତି ଭୁଶୁଡ଼ିବା ମାମଲା: ଗିରଫ ହେଲେ ନକ୍ସା ନିର୍ମାତାଏକ ସପ୍ତାହ ପୂର୍ବରୁ ମହାରାଷ୍ଟ୍ରର ସିନ୍ଧୁଦର୍ଗ ଜିଲ୍ଲାରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାରେ ଶୁକ୍ରବାର…