ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ର “” ୧୭ତମ ଧନୁଯାତ୍ରା ମହୋତ୍ସବ”” ୨୦୨୪ /୨୫ ର ଶୁଭାରମ୍ଭ ଆସନ୍ତା ଡିସେମ୍ବର ୧୪ ତାରିଖ ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି ।ଆଜି ଧନୁଯାତ୍ରାର ଶୁଭସ୍ତମ୍ଭ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ସ୍ଥାପନ କରାଯାଇଛି। ଏହି ସମୟରେ ଥୁଆପାଲି ଧନୁଯାତ୍ରା ମହୋତ୍ସବ ୨୦୨୪/୨୫ ର ସଭାପତି ଅନିରୁଦ୍ଧ ସାହୁ, ଉପସଭାପତି ଜୀତେନ୍ଦ୍ର ପୋଢ, ସଂପାଦକ ତ୍ରିଦିପ ସାହୁ, କମିଟି ର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ପରିଶେଷରେ କମିଟି ସଦସ୍ୟ ର ସକ୍ରୀୟ ସଦସ୍ଯ ଭୋଲାନାଥ ଯୁଆଡି ଧନ୍ୟବାଦ ଅର୍ପଣ କରି ସମସ୍ତ କଂ ସହଯୋଗ କାମନା କରିଥିଲେ।
Related Posts

ଦୁଇ ଜଣ ମହିଳା ନକ୍ସଲଙ୍କ ମୃତ୍ୟୁ
ଦୁଇ ଜଣ ମହିଳା ନକ୍ସଲଙ୍କ ମୃତ୍ୟୁ ଭୁବନେଶ୍ୱର: ଓଡ଼ିଶାର ନୂଆପଡ଼ା ଜିଲ୍ଲା ଓ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଓଡିଶା ଓ ଛତିଶଗଡ଼ ପୋଲିସ ଏବଂ…

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନାଗପଡା ର ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।
ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନାଗପଡା ର ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ନାଗପଡ଼ା ସରକାରୀ…