ବରଗଡ ଜିଲ୍ଲା ଭେଡେନ ବ୍ଲକର ବାମଦେବ ପାଢ଼ୀ ଉଚ୍ଚ ବିଦ୍ୟାଳୟ , ଝରାପାଲି ର ପ୍ରଧାନ ଶିକ୍ଷକ ଉତ୍ତମରାଜ ପୁରୋହିତଙ୍କ ସଭାପତିତ୍ୱରେ ଜାତୀୟ ଖେଳ ଦିବସ ପାଳିତ ହୋଇଯାଇଛି। ମେଜର ଧ୍ୟାନଚାନ୍ଦଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ, ଛାତ୍ରଛାତ୍ରୀମାନେ ଧ୍ୟାନଚାନ୍ଦ ଙ୍କ ଉପରେ ବକ୍ତୃତା ଅନୁଷ୍ଠିତ ହୋଇଥିଲା Iବିଦ୍ୟାଳୟର ହିନ୍ଦୀ ଶିକ୍ଷକ ସଚିନ୍ଦ୍ର କୁମାର କର୍ଣ୍ଣ ଧ୍ୟାନଚାନ୍ଦଙ୍କ ଉପରେ ରୋଚକ ତଥ୍ୟ ପ୍ରଦାନ ସଂଗେ ସଂଗେ ଖେଳର ମହତ୍ୱ ବୁଝାଇଥିଲେ I ବର୍ତମାନ ର କ୍ରୀଡା ଓ ସରକାର ବିଷୟରେ ଆଲୋକପାତ କରିଥିଲେ I ଡୋଳାମଣି କୁଦେଇ ସହଯୋଗ କରିଥିଲେ I
Related Posts
ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ଲାଗି ରାଜ୍ୟ ସରକାର ଅନୁଦାନ ରାଶି ଦେଢ଼ କୋଟିକୁ ବୃଦ୍ଧି କରିଛନ୍ତି।
ବରଗଡ଼:ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ଲାଗି ରାଜ୍ୟ ସରକାର ଅନୁଦାନ ରାଶି ଦେଢ଼ କୋଟିକୁ ବୃଦ୍ଧି କରିଛନ୍ତି। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓଡ଼ିଶା…
ଲରମ୍ଭା କଲେଜରେ ପାଳିତ ହେଲା ଜାତୀୟ ସମ୍ବିଧାନ ଦିବସ
ଲରମ୍ଭା କଲେଜରେ ପାଳିତ ହେଲା ଜାତୀୟ ସମ୍ବିଧାନ ଦିବସ ବରଗଡ ୨୬,୧୧(ଭବାନୀ ଶଙ୍କର ପାଢ଼ୀ):ଅତାବିରା ବ୍ଲକ୍ ସ୍ଥିତ ଲରମ୍ଭା କଲେଜ ଠାରେ ଜାତୀୟ ସମ୍ବିଧାନ ଦିବସ ରାଜନୀତି…
ବରଗଡ ର ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ଉଦଘାଟିତ ହୋଇଯାଇଛି।
ବରଗଡ ର ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ଉଦଘାଟିତ ହୋଇଯାଇଛି। ବରଗଡ ୩,୧(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ବିଶ୍ବପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ପରିଗଣିତ ବରଗଡ…