ବରଗଡ ଜିନ ଜିଲ୍ଲା ରେମଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ଦିବସୀୟ ରକ୍ଷକ ପ୍ରାଥମିକ ସହାୟତା(ଫାଷ୍ଟଏଡ୍) ଶିବିର ଅନିଷ୍ଠିତ ହୋଇଥିଲା ।

ବରଗଡ ଜିନ ଜିଲ୍ଲା ରେମଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ଦିବସୀୟ ରକ୍ଷକ ପ୍ରାଥମିକ ସହାୟତା(ଫାଷ୍ଟଏଡ୍) ଶିବିର ଅନିଷ୍ଠିତ ହୋଇଥିଲା ।

ବରଗଡ ଜିଲ୍ଲା ରେମଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ଦିବସୀୟ ରକ୍ଷକ ପ୍ରାଥମିକ ସହାୟତା(ଫାଷ୍ଟଏଡ୍) ଶିବିର ଅନିଷ୍ଠିତ ହୋଇଥିଲା ।
ଶିବିର କୁ ବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ଦାଶ ଉଦଘାଟନ କରିଥିଲେ। ବିଦ୍ୟାଳୟର ରେଡକ୍ରସ କାଉ ଉନସେଲର ଡ.ଅଶ୍ୱିନୀ କୁମାର ପାଣିଗ୍ରାହୀ ଙ୍କ ତତ୍ସବଧାନରେ ଅନୁଷ୍ଠିତ ଶିବିର ରେ ଝାରବନ୍ଧ ଡିଗ୍ରୀ ମହାବିଦ୍ୟାଳୟର ରାଜନିତୀ ବିଜ୍ଞାନ ଅଧ୍ୟାପକ କ୍ଷାତୀମୟ ତ୍ରୀପାଠି ରକ୍ଷକ ପ୍ରାଥମିକ ସହାୟତା ( ଫାଷ୍ଟଏଡ୍) ଟ୍ରେନର ଭାବେ ଯୋଗ ପାଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରାଥମିକ ସହାୟତା ଉପରେ ଆଲୋକପାତ କରିବା ସହ ବିଭିନ୍ନ କୌଶଳ ଟ୍ରେନିଙ୍ଗ ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ପ୍ରଧ୍ୟାପକ ଜର୍ନାର୍ଦ୍ଦନ ସାହୁ, ରାଜଲକ୍ଷ୍ମୀ ପ୍ରଧାନ, ଆଶିଷ କୁମାର ଭୋଇ, ପ୍ରେରଣା ଭୋଇ, ରବିନାରାୟଣ ବଘାର, କଳ୍ପନା ଚାନ୍ଦ, ଅର୍ଜୁନ ପ୍ରଧାନ, ଅନୁପଭୋଇ, ଅର୍ଜୁନଦୋରା, ଶିବନାରାୟଣସାହୁ, ବିରଂଚିମାହାଣା, ଅଶୋକ ଖମାରୀ, ଶିଶିର ସାହୁ, ଉମେଶ ରାଉତିଆ ଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ଶେଷରେ ସୁଜିତ କୁମାର ସାହୁ ଧନ୍ୟବାଦ ଅର୍ପଣ କରଥିଲେ ।

Leave a Reply

Your email address will not be published. Required fields are marked *