ବଢ଼ିଲା ସ୍ଵାଧୀନତା ସଂଗ୍ରାମୀଙ୍କ ଭତ୍ତା
ଭୁବନେଶ୍ୱର: ଓଡ଼ିଶାରେ ବଢ଼ିଲା ସ୍ଵାଧୀନତା ସଂଗ୍ରାମୀଙ୍କ ଭତ୍ତା।
୨୦ ହଜାର ଟଙ୍କା ହେଲା ସଂଗ୍ରାମୀଙ୍କ ଭତ୍ତା।
୧୦ ହଜାରରୁ ବଢ଼ି ୨୦ ହଜାର ହେଲା ଭତ୍ତା।
ସଂଗ୍ରାମୀଙ୍କ ପେନ୍ସନ୍ ୧୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।
ସ୍ୱାଧୀନତା ସଂଗ୍ରାମୀ ଦିବସ ସମାରୋହରେ ଏହି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।