ଫେବ୍ରୁଆରି ୧୮ରୁ +୨ ପରୀକ୍ଷା
ଭୁବନେଶ୍ୱର: ଫେବ୍ରୁଆରି ୧୮ ତାରିଖରୁ +୨ ପରୀକ୍ଷା ଆରମ୍ଭ ହେବ।୧୮ରୁ ବିଜ୍ଞାନ ଏବଂ ୧୯ରୁ କଳା ଓ ବାଣିଜ୍ୟ ପରୀକ୍ଷା ହେବ।ମାର୍ଚ ୨୭ ଯାଏ ଚାଲିବ ପରୀକ୍ଷା।ଜାନୁଆରି ୨ରୁ ୧୨ ତାରିଖ ପ୍ରାକ୍ଟିକାଲ ପରୀକ୍ଷା ହେବ।ଦିନ ୧୦ଟାରୁ ୧ଟା ଯାଏ ୩ ଘଣ୍ଟିଆ ଥିଓରି ପରୀକ୍ଷା ।
The Information Media ✨ HAPPY- NEW -YEAR -2025✨
Vasundhara Information and Media Group