ବରଗଡ ଜିଲ୍ଲା ଭେଡେନ ବ୍ଲକ ପପଂଗା ପାହାଡ଼ ପାଦଦେଶରେ ଭେଡେନ ବ୍ଲକ ବିଜ୍ଞାନ ଓ ଗଣିତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପ୍ଲାଷ୍ଟିକ ମୁକ୍ତ ବଣଭୋଜି କରିବା ପାଇଁ ଜନସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତିତ୍ବ କରିଥିଲେ ଲକ୍ଷ୍ମଣ କୁମାର ପାଣିଗ୍ରାହୀ ପପଂଗା ପାହାଡ଼ ପାଦଦେଶରେ ବଣଭୋଜି କୁ ଆସି ଥିବା ପର୍ଯ୍ୟଟନ କୁଂ ପ୍ଲାଷ୍ଟିକ ମୁକ୍ତ ବଣଭୋଜି କରିବା ପାଇଁ ଜନସାଧାରଣଙ୍କୁ ସଚେତନତା କରାଯିବା ସହ ବିଜ୍ଞାନ ଓ ଗଣିତ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଥିଲା। ଏହା କୁ ପରିଚାଳନା କରିଥିଲେ, ଝରାପାଲି ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସଞ୍ଜୀବ କୁମାର ପ୍ରଧାନ ।ଏହି ସମୟରେ ଶିକ୍ଷକ ମାନେ ଅଂଶଗ୍ରହଣ କରି ନିଜସ୍ବ ଅଭିଜ୍ଞତା ହାସଲ କରିବା ଥିବା ବକ୍ତବ୍ୟ ପ୍ରତିପାଦନ କରି ଥିଲେ।ପରିଶେଷରେ ଶିକ୍ଷକ ସଂଜୀବ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
Related Posts
ଆଦିବାସୀ ମେଳା ରେ ସମ୍ମାନିତ ହେଲେ ରାମନାଗୁଡ଼ା ଚାଷୀ ବାମ୍ଫାନା ଗୋମାଙ୍ଗ
ଆଦିବାସୀ ମେଳା ରେ ସମ୍ମାନିତ ହେଲେ ରାମନାଗୁଡ଼ା ଚାଷୀ ବାମ୍ଫାନା ଗୋମାଙ୍ଗ ରାୟଗଡା : ଓଡ଼ିଶା ସରକାର ଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ…
ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ରେ ଗବେଷଣା ପ୍ରକାଶନ’ର ସାଧୁତା ବିଷୟରେ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ
ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ରେ ଗବେଷଣା ପ୍ରକାଶନ’ର ସାଧୁତା ବିଷୟରେ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ଗଜପତ(ମନୋଜ କୁମାର ପାଢୀ/ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ରାଜ ସିତାପୁରର ଆଲୁରି ନଗର ସ୍ଥିତ ସେଞ୍ଚୁରିଅନ୍…
ଏସ.ସି.ବି.ରେ ପ୍ରଥମଥର ପାଇଁ ହେବ ହୃତପିଣ୍ଡ ପ୍ରତିରୋପଣ
ଏସ.ସି.ବି.ରେ ପ୍ରଥମଥର ପାଇଁ ହେବ ହୃତପିଣ୍ଡ ପ୍ରତିରୋପଣ ଭୁବନେଶ୍ୱର: ଓଡ଼ିଶାବାସୀଙ୍କୁ ଉନ୍ନତ ଏବଂ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଏସ.ସି.ବି ମେଡ଼ିକାଲ…