ବରଗଡ ଜିଲ୍ଲା ଭେଡେନ ବ୍ଲକ ପପଂଗା ପାହାଡ଼ ପାଦଦେଶରେ ଭେଡେନ ବ୍ଲକ ବିଜ୍ଞାନ ଓ ଗଣିତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପ୍ଲାଷ୍ଟିକ ମୁକ୍ତ ବଣଭୋଜି କରିବା ପାଇଁ ଜନସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତିତ୍ବ କରିଥିଲେ ଲକ୍ଷ୍ମଣ କୁମାର ପାଣିଗ୍ରାହୀ ପପଂଗା ପାହାଡ଼ ପାଦଦେଶରେ ବଣଭୋଜି କୁ ଆସି ଥିବା ପର୍ଯ୍ୟଟନ କୁଂ ପ୍ଲାଷ୍ଟିକ ମୁକ୍ତ ବଣଭୋଜି କରିବା ପାଇଁ ଜନସାଧାରଣଙ୍କୁ ସଚେତନତା କରାଯିବା ସହ ବିଜ୍ଞାନ ଓ ଗଣିତ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଥିଲା। ଏହା କୁ ପରିଚାଳନା କରିଥିଲେ, ଝରାପାଲି ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସଞ୍ଜୀବ କୁମାର ପ୍ରଧାନ ।ଏହି ସମୟରେ ଶିକ୍ଷକ ମାନେ ଅଂଶଗ୍ରହଣ କରି ନିଜସ୍ବ ଅଭିଜ୍ଞତା ହାସଲ କରିବା ଥିବା ବକ୍ତବ୍ୟ ପ୍ରତିପାଦନ କରି ଥିଲେ।ପରିଶେଷରେ ଶିକ୍ଷକ ସଂଜୀବ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
Related Posts

ମୋହନା ସରକାରୀ ଏସ ଏସ ଡି ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ।
ମୋହନା ସରକାରୀ ଏସ ଏସ ଡି ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ । ଆର,ଉଦୟଗିରି(ମନୋଜ କୁମାର ପାଢୀ/୨୯/୧/୨୫ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ସ୍ଥାନୀୟ…

ଅଦିନିଆ ବର୍ଷା ପ୍ରଭାବରୁ ଅମଳ ଧାନର ସୁରକ୍ଷା ନିମନ୍ତେ ପଦକ୍ଷେପ
ଅଦିନିଆ ବର୍ଷା ପ୍ରଭାବରୁ ଅମଳ ଧାନର ସୁରକ୍ଷା ନିମନ୍ତେ ପଦକ୍ଷେପ ଭୁବନେଶ୍ୱର: ଅଦିନିଆ ବର୍ଷାରୁ ଅମଳ ଫସଲର ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି । ରାଜ୍ୟରେ…

ସୁନାବେଡ଼ା ନଦୀ ରେ ୮ ବର୍ଷ ର ପିଲା ର ମୃତ୍ୟ ଦେହ ଉଦ୍ଧାର।
ସୁନାବେଡ଼ା ନଦୀ ରେ ୮ ବର୍ଷ ର ପିଲା ର ମୃତ୍ୟ ଦେହ ଉଦ୍ଧାର।ସୁନାବେଡ଼ା ହାଲ ଟାଉନ୍ ସିପ ର ୮ ବର୍ଷ ର ଆରୁସ ବିଷୋୟୀ…