ପ୍ରେସ ୟୁନିଅନ ରାୟଗଡ ର ପ୍ରତିଷ୍ଠା ଦିବସରେ ବୃଦ୍ଧାଶ୍ରମ ରେ ଫଳ ବଣ୍ଟନ ରାୟଗଡ : ପ୍ରେସ ୟୁନିଅନ ରାୟଗଡ ତାହାର ପ୍ରତିଷ୍ଠା ଦିବସ ଉପଲକ୍ଷେ ଵୃଦ୍ଧାଶ୍ରମ ଗରିବ ନିଃସହାୟ ବ୍ୟକ୍ତି ଙ୍କୁ ଫଳ ବଣ୍ଟନ କରିଥାଏ ଠିକ ଏହି ନୂତନ ବର୍ଷ 2025 ରେ ମଧ୍ୟ୍ୟ ପ୍ରେସ ୟୁନିଅନ ରାୟଗଡ ତାହାର ଏହି ମହତ କାମ ଜାରି ରଖି ରାୟଗଡ ସହର ର ହାଉସିଂ କଲୋନୀ ରେ ଅବସ୍ଥିତ ବୃଦ୍ଧାଶ୍ରମ କୁ ଅନ୍ତେବାସୀ ଙ୍କୁ କଦଳୀ, ଏପଲ,ଅଙ୍ଗୁର, ଡାଳିମ୍ବ ବିସ୍କୁଟ, କାଜୁ କିସମିସ ଏହିପରି ବିଭିନ୍ନ ପ୍ରକାର ର ବସ୍ତୁ ବାଣ୍ଟିଥିଲେ l ଯେଉଁମାନେ ନିଜର ପରିବାର ବର୍ଗ ଙ୍କ ଠାରୁ ଦୁରେଇ ରହି ବୃଦ୍ଧାଶ୍ରମ ରେ କାଳତିପାତ କରୁଛନ୍ତି ତାଙ୍କରି ପାଖରେ ପ୍ରେସ ୟୁନିଅନ ର ସଭାପତି ଅମୁଲ୍ୟ ସାହୁ, ସମ୍ପାଦକ ଶିବାଜୀ ଦାସ ଉପଦେଷ୍ଟା ସୁରେଶ ଦାସ, ଙ୍କ ସହିତ ପ୍ରେସ ୟୁନିଅନ ସନ୍ତୋଷ ପାଣିଗ୍ରାହୀ, ରାଜେଶ କୁମାର ମହାନ୍ତି, ପରମାନନ୍ଦ ପ୍ରଧାନ, ରାଜୀବ ପଣ୍ଡା ସିଗ୍ମା ମେଡ଼ିଆ ମୁଖ୍ୟ ମନୋଜ କୁମାର ମିଶ୍ର, ଅମୁଲ୍ୟ ନିଶଙ୍କ ଙ୍କ ସ ସହିତ ଅନ୍ୟ ସଭ୍ୟ ମାନେ ଅନ୍ତେବାସୀ ଙ୍କ ନିକଟ କୁ ଯାଇ ଫଳ ବଣ୍ଟନ ସହିତ ନବ ବର୍ଷ, ମକର ସଂକ୍ରାନ୍ତି ଓ ପୋଙ୍ଗଲ ର ଅଭିନନ୍ଦନ ଜଣାଇବା ସହିତ ବୃଦ୍ଧ ବୃଦ୍ଧା ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ l ୟୁନିଅନ ର ସଭ୍ୟ ମାନଙ୍କୁ ପାଖରେ ପାଇ ଅନ୍ତେବାସୀ ଅତି ଆନନ୍ଦ ର ସହିତ କୁଣ୍ଡାଇ ପକେଇ କିଛି ସମୟ ଆନନ୍ଦ ରେ ବିତାଇଥିଲେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts
ଓଡ଼ିଶା ରାଜ୍ୟପାଳ ହେଲେ ହରିବାବୁ କମ୍ଭମପତି
ଓଡ଼ିଶା ରାଜ୍ୟପାଳ ହେଲେ ହରିବାବୁ କମ୍ଭମପତି ଭୁବନେଶ୍ୱର: ଓଡ଼ିଶାର ନୁଆ ରାଜ୍ୟପାଳ ହେବେ ହରିବାବୁ କମ୍ଭମପତି। ଇସ୍ତଫା ଦେଲେ ଓଡ଼ିଶା ରାଜ୍ୟପାଳ ରଘୁବର ଦାସ।ହରିବାବୁ ଏବେ ମିଜୋରାମ…
ମହୁଲ ଫୁଲର ଅଭାବୀ ବିକ୍ରି, ଦଲାଲ ମାଲାମାଲ ସୁଖନିଦ୍ରାରେ ଅବକାରୀ ବିଭାଗ l
ମହୁଲ ଫୁଲର ଅଭାବୀ ବିକ୍ରି, ଦଲାଲ ମାଲାମାଲ ସୁଖନିଦ୍ରାରେ ଅବକାରୀ ବିଭାଗ l ଆର,ଉଦୟଗିରି (ମନୋଜ ପାଢ଼ୀ/-: ଆଦିବାସୀଙ୍କ ଜୀବନ ଜୀବିକା ନିର୍ଭର କରୁଛି ଜଙ୍ଗଲ ଓ…
ପାଞ୍ଚ ଦଫା ଦାବି ପୁରଣ ପାଇଁ କୃଷି ବିଜ୍ଞାନ କେନ୍ଦ୍ର କର୍ମଚାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ
*ପାଞ୍ଚ ଦଫା ଦାବି ପୁରଣ ପାଇଁ କୃଷି ବିଜ୍ଞାନ କେନ୍ଦ୍ର କର୍ମଚାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ* ଆର,ଉଦୟଗିରି-(ମନୋଜ କୁମାର ପାଢୀ) ତା ୦୫.୧୨.୨୪ ରିଖଆଜି କୃଷି ବିଜ୍ଞାନ…