ପ୍ରେସ ୟୁନିଅନ ରାୟଗଡା ରେ ବନ୍ଧୁମିଳନ ଓ ବଣ ଭୋଜି ଅନୁଷ୍ଠିତ ରାୟଗଡା :- ପ୍ରତ୍ୟକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପ୍ରେସ ୟୁନିଅନ ରାୟଗଡା ରେ ସାମ୍ବାଦିକ ମାନଙ୍କର ରାୟଗଡାର କୋରାପୁଟ ଜାତୀୟ ରାଜପଥ କଡ଼ ରେ ତଳଗୁମା ନିକଟସ୍ଥ ଟେଂକ ତୋଟା ଠାରେ ବନ୍ଧୁମିଳନ ଓ ବଣ ଭୋଜି ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଛିଯାଇଛି | ପ୍ରେସ ୟୁନିଅନ ରେ ସମସ୍ତ ସାମ୍ବାଦିକ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି | ଆଜିର ଏହି ବନ୍ଧୁମିଳନ ଓ ବଣ ଭୋଜି କାର୍ଯ୍ୟକ୍ରମ ରେ ଉତ୍କଳ ଆଲୁମିନା ଓ ଜେକେ କାଗଜ କଳ ରେ ଲୋକସମ୍ପର୍କ ଅଧିକାରୀ ଙ୍କ ସହିତ ରାୟଗଡା ଟ୍ରକ ମାଲିକ ସଂଘ ସଭାପତି ତଥା ବିଜେପି ନେତା କୋଣ୍ଡା ବାବୁ, ଜ଼ିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ, ବିଜେପି ରାଷ୍ଟ୍ରୀୟ ମୋର୍ଚ୍ଚା ରେ କଳିରାମ ମାଝୀ, ବୁଜେପି ୟୁବ ମୋର୍ଚ୍ଚା ରେ ଉମେଶ ଖୋସଲା, ସେଞ୍ଚୁରିୟନ ୟୁନିଭେର୍ସିଟି ରେ ନିର୍ଦେଶକ ରାଜେଶ ପାଢ଼ୀ,ଜ଼ିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ ଓ ଗ୍ରନ୍ଥାଗାର ଡମ୍ବୁରୁ ପଣ୍ଡା,ଅବସର ପ୍ରାପ୍ତ ଅଧ୍ୟାପକ ଡ଼କ୍ଟର ଦୁଷ୍ମନ୍ତ ମହାନ୍ତି, ଜି ଆଇ ସି ଆର ରେ ଗୋବିନ୍ଦ ରଥ, ସତ୍ୟବାଦୀ ପତି ଙ୍କ ସମତେ ବହୁ ମାନ୍ୟଗଣ ବ୍ୟକ୍ତି ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକ ମାନଙ୍କ ସହିତ ରହି କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ l ଆଗାମୀ 21ଜାନୁଆରୀ ରେ ପ୍ରତିଷ୍ଠା ଦିବସ ଓ 28 ଫେବୃଆରୀ ରେ ବର୍ଷକ ଉତ୍ସବ କିପରି ଭାବେ ପାଳନ କରାଯିବ ଓ ବାର୍ଷିକ ଉତ୍ସବ କୁ କେଉଁ କେଉଁ ଅତିଥି ଙ୍କୁ ଡକାଯିବ ସେ ନେଇ ସମସ୍ତ ସଭ୍ୟ ଙ୍କ ମଧ୍ୟରେ ଆଲୋଚନା ହୋଇଥିଲା l ୟୁନିଅନ ରେ ସମସ୍ତ ସଦସ୍ୟ ନିଜକୁ ଏକ ପରିବାର ସଦସ୍ୟ ଭାବି ୟୁନିଅନ କୁ ଆଗକୁ ନେବା ନିମନ୍ତେ ସମସ୍ତେ ମତ ରଖିଥିଲେ l ୟୁନିଅନ ରେ ସଭାପତି ଅମୁଲ୍ୟ ରତନ ସାହୁ ଙ୍କ ପ୍ରାତକ୍ଷ ତତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସମ୍ପାଦକ ଶିବାଜୀ ଦାସ, ଉପ ସଭାପତି ଏଙ୍କିଟି ପାଢ଼ୀ, ସହ ସମ୍ପାଦକ ମୃତ୍ୟଞ୍ଜୟ ନନ୍ଦ କୋଷାଧକ୍ଷ ରଶ୍ମିରଂଜନ ଦୋରା ଉପଦେଷ୍ଟା ସୁରେଶ ଦାସଓ ଜନ୍ମେଜୟ ସ୍ୱାଇଁ ସହଯୋଗ କରିଥିଲେ l ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ସାମ୍ବାଦିକ ଗଣ ଯଥା ଅମୁଲ୍ୟ ନିଶଙ୍କ, ଆଇ ସର୍ବେଶ୍ୱର ରାଓ, ଗୌତମ ଉଲାକା, ମନୋଜ ମିଶ୍ର, ପ୍ରଶାନ୍ତ ପାଳ, ସନ୍ତୋଷ ପାଣିଗ୍ରାହୀ,ପରମାନନ୍ଦ ପ୍ରଧାନ,ରାଜେଶ ମହାନ୍ତି ସୁଶାନ୍ତ ପଣ୍ଡା,ସନ୍ତୋଷ ପାଢ଼ୀ ପ୍ରସନ ପଣ୍ଡା,ଗଣେଶ ରାଉତ, ସଂକେତ ପାତ୍ର,ରଜନୀକାନ୍ତ ପାଳ, ଙ୍କ ସମତେ ଅନ୍ୟ ସାମ୍ବାଦିକ ଭାଈ ମାନେ ଯୋଗ ଦେଇଥିଲେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts

ବିଶ୍ବହିନ୍ଦୁ ପରିଷଦର ଶୌର୍ଯ୍ୟ ଜାଗରଣ ଦିବସ
ବିଶ୍ବହିନ୍ଦୁ ପରିଷଦର ଶୌର୍ଯ୍ୟ ଜାଗରଣ ଦିବସ ଗଜପତି : ବିଶ୍ବହିନ୍ଦୁ ପରିସଦ ଓ ବଜରଙ୍ଗ ଦଳ ଆନୁକୂଲ୍ୟରେ ଆର,ଉଦୟଗିରି ସଦର ମହକୁମାରେ ଶୌର୍ଯ୍ୟ ଜାଗରଣ ଦିବସ ପାଳିତ…

ଗୁରାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ କୁଷ୍ଟ ରୋଗ ଚିହ୍ନଟ ଅଭିଯାନ କାର୍ଯ୍ୟକ୍ରମ ଶୁଭାରମ୍ଭ
ଗୁରାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ କୁଷ୍ଟ ରୋଗ ଚିହ୍ନଟ ଅଭିଯାନ କାର୍ଯ୍ୟକ୍ରମ ଶୁଭାରମ୍ଭ .. ଗଜପତି(ମନୋଜ ପାଢୀ/ ୧୮/୧୧/୨୪ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଗୁରାଣ୍ଡି ସ୍ଥିତ…

ନୂଆପଡ଼ା ଜିଲ୍ଲା ଖଡିଆଳ ବନଖଣ୍ଡ ଅଧିନସ୍ଥ ପାଞ୍ଚ ଗୋଟି ବନ୍ୟାଞ୍ଚଳ ରେ ହାତୀ ଗଣନା
*ନୂଆପଡ଼ା ଜିଲ୍ଲା ଖଡିଆଳ ବନଖଣ୍ଡ ଅଧିନସ୍ଥ ପାଞ୍ଚ ଗୋଟି ବନ୍ୟାଞ୍ଚଳ ରେ ହାତୀ ଗଣନା, ପଡୋଶୀ ଜିଲ୍ଲା ଏବଂ ରାଜ୍ୟ ରୁ ହାତୀ ଆସୁଥିବା ଅନୁମାନ,ଜିଲ୍ଲାରେ ହାତୀ…