ପ୍ରବାସୀ ଭାରତୀୟ ଦିବସ ପାଇଁ ବିଭିନ୍ନ ସ୍ଥାନରେ ଲାଗିବ ଫୁଲକୁଣ୍ଡ
ଭୁବନେଶ୍ୱର: ପ୍ରବାସୀ ଭାରତୀୟ ଦିବସ ପାଇଁ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଲାଗିବ ଫୁଲକୁଣ୍ଡ ।
ଆଜି ରାତିରେ ଲାଗିବ ଫୁଳକୁଣ୍ଡ।
ପ୍ରବାସୀଙ୍କ ସ୍ବାଗତ କରିବାକୁ
ଘର ଆଗରେ ଝୋଟି, ଚିତା ପକାଇବାକୁ ଘର ମାଲିକଙ୍କୁ ଅନୁରୋଧ କଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।
ମଲ୍ ଓ ପେଟ୍ରୋଲ ପମ୍ପ ମାଲିକଙ୍କୁ ମଧ୍ୟ ନିବେଦନ କଲେ ମନ୍ତ୍ରୀ।
ଭୁବନେଶ୍ବରର ବିଭିନ୍ନ ସ୍ଥାନକୁ ଆଲୋକରେ ସହିବାକୁ ଅନୁରୋଧ କଲେ ମନ୍ତ୍ରୀ।