ପ୍ରଧାନମନ୍ତ୍ରୀ narendramodi ଆସନ୍ତାକାଲି ଝାଡ଼ଖଣ୍ଡର ଟାଟାନଗରରୁ ୬ଟି ବନ୍ଦେ #VandeBharatExpress ଚଳାଚଳର ଶୁଭାରମ୍ଭ କରିବେ । ଏଥିରେ ଓଡ଼ିଶାର ଦୁଇଟି ବନ୍ଦେ ଭାରତ ଟ୍ରେନ୍ ରହିଛି । ସେହି ଦୁଇଟି ହେଲା- ବ୍ରହ୍ମପୁର-ଟାଟାନଗର ଏବଂ ରାଉରକେଲା- ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍ ।
Related Posts
ବର୍ଷା ଓ ପବନରେ ଭୁଶୁଡ଼ିଲା ଦିଲ୍ଳୀ ବିମାନବନ୍ଦର ଛାତ
ଭୁଶୁଡ଼ିଲା ବିମାନବନ୍ଦର ଛାତ!ବର୍ଷା ଓ ପବନରେ ଭୁଶୁଡ଼ିଲା ଦିଲ୍ଳୀ ବିମାନବନ୍ଦର ଛାତ.ଟର୍ମିନାଲ-୧ରେ ଛାତ ଭୁଶୁଡ଼ି ୩ ମୃତ, ୬ ଗୁରୁତର,ଟର୍ମିନାଲ୍ ଛାତ ଭୁଶୁଡ଼ିବାରୁ ଏକାଧିକ କାର କ୍ଷତିଗ୍ରସ୍ତ.ଟର୍ମିନାଲ-୧ରେ…
ଆଦିବାସୀଙ୍କ ଆତ୍ମ ନିର୍ଭରଶୀଳ ମାଧ୍ୟମ ସାଜିଛି ଆମ୍ବ ବଗିଚା
*ସିନାପାଲି ବ୍ଲକ ହଲଦୀଖୋଲ ଗ୍ରାମ ଆମ୍ବ ବଗିଚା ରେ ପରିପୂର୍ଣ, ଆଦିବାସୀଙ୍କ ଆତ୍ମ ନିର୍ଭରଶୀଳ ମାଧ୍ୟମ ସାଜିଛି ଆମ୍ବ ବଗିଚା* ନୂଆପଡା :୩୧.୦୫.,(ଓମ୍ ପ୍ରକାଶ ଚୌଧୁରୀ) ନୂଆପଡ଼ା…
ଭୁବନେଶ୍ୱର ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରୁଛନ୍ତି ଓଡ଼ିଶାର ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରୁଛନ୍ତି ଓଡ଼ିଶାର ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ