ଭୁବନେଶ୍ବର: ସପ୍ତଦଶ ବିଧାନସଭାର ଦ୍ବିତୀୟ ଅଧିବେଶନ ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି। ଏହି ଶୀତ ଅଧିବେଶନ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ପ୍ରଥମ ଦିନରେ ମୋହନ ଚରଣ ମାଝୀଙ୍କ ସରକାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି। ରାଜ୍ୟ ସରକାର ଗୃହରେ ୧୨ ହଜାର ୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ ରତ୍ନଭଣ୍ଡାର ପାଇଁ ୫ କୋଟି, ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସ ପାଇଁ ୧୨୫ କୋଟି, ସିଏପିଏଫ୍ ମୁତୟନ ପାଇଁ ୨୯୯ କୋଟି, ପୁଲିସ ଷ୍ଟେସନ ଓ ଫାଣ୍ଡିରେ ସିସିଟିଭି ପାଇଁ ୫୧ କୋଟି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବିସ୍ତୃତ ସୁବିଧା ପାଇଁ ୨୬ କୋଟି, ଅଗ୍ନିସେବାର ଆଧୁନିକୀକରଣ ଓ ସଂପ୍ରସାରଣ ପାଇଁ ୧୨୦ କୋଟି ବ୍ୟୟ ଅଟକଳ କରାଯାଇଛି।
Related Posts
ଭୁବନେଶ୍ୱରରେ ପର୍ଶୁରାମୋତ୍ସବ ୨୦୨୪ ଅନୁଷ୍ଠିତ
ଭୁବନେଶ୍ୱରରେ ପର୍ଶୁରାମୋତ୍ସବ ୨୦୨୪ ଅନୁଷ୍ଠିତ ଭୁବନେଶ୍ୱର:(Abhishek Mohanty)ଅଖିଳ ଭାରତ ହିନ୍ଦୁ ମହାସଭା ଓଡିଶା ଶାଖା ଓ ସର୍ବ ବ୍ରାହ୍ମଣ ମହାସଭା ଓଡ଼ିଶା ରାଜ୍ୟ ଶାଖାର ମିଳିତ ଉଦ୍ୟମରେ…
ସ୍ୱଭାବିକ ହେଲା ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତି
ସ୍ୱଭାବିକ ହେଲା ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତି ଭୁବନେଶ୍ୱର: ସ୍ୱଭାବିକ ହେଲା ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତି।୪୮ ଘଣ୍ଟା ଧରି ମହାପ୍ରଭୁ ଉପବାସ ରହିବା ପରେ କାଲି ସନ୍ଧ୍ୟାରୁ ଆରମ୍ଭ…
୧୨ ଘଣ୍ଟିଆ ଭାରତ ବନ୍ଦ ପାଳନ
ଦଳିତ ଓ ଆଦିବାସୀ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ପାଳନ.ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ବନ୍ଦ ପାଳନ.ବିଭିନ୍ନ ରାଜ୍ୟରେ ସକାଳୁ ସକାଳୁ ପିକେଟିଂ,…