ଭୁବନେଶ୍ୱର: ପ୍ରକାଶ ପାଇଲା +୨ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ଫଳ ପ୍ରକାଶ କରାଯାଇଛି। କଳାରେ ପାସ୍ ହାର ୮୦.୯୫ ପ୍ରତିଶତ, ବିଜ୍ଞାନରେ ୮୬.୯୩ ପ୍ରତିଶତ ଓ ବାଣିଜ୍ୟରେ ପାସ୍ ହାର ୮୨.୨୭ ପ୍ରତିଶତ ରହିଛି। କଳାରେ ୨,୩୫,୨୧୮, ବିଜ୍ଞାନରେ ୧,୧୫,୮୯୫ ଓ ବାଣିଜ୍ୟରେ ୨୫,୮୯୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ୱେବସାଇଟ୍ www.orissaresults.nic.in ରେ ପରୀକ୍ଷା ଫଳ ଉପଲବ୍ଧ ରହିଛି।
Related Posts
ମହାତ୍ମା ଗାନ୍ଧିଙ୍କ ୧୫୫ ତମ ଜୟନ୍ତୀ ଏବଂ ସ୍ବଚ୍ଛ ଭାରତ ଅଭିଯାନର ୧୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ‘ସଫେଇ କର୍ମଚାରୀ ସମ୍ମାନ କାର୍ଯ୍ୟକ୍ରମ’
ମହାତ୍ମା ଗାନ୍ଧିଙ୍କ ୧୫୫ ତମ ଜୟନ୍ତୀ ଏବଂ ସ୍ବଚ୍ଛ ଭାରତ ଅଭିଯାନର ୧୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ‘ସଫେଇ କର୍ମଚାରୀ ସମ୍ମାନ କାର୍ଯ୍ୟକ୍ରମ’ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ…
ଖଲ୍ଲିକୋଟ ହିଂସା ମାମଲା: ଶ୍ରୀକୃଷ୍ଣଶରଣପୁରରେ ପୋଲିସର ଫ୍ଲାଗ୍ ମାର୍ଚ୍ଚ
ଖଲ୍ଲିକୋଟ ହିଂସା ମାମଲା: ଶ୍ରୀକୃଷ୍ଣଶରଣପୁରରେ ପୋଲିସର ଫ୍ଲାଗ୍ ମାର୍ଚ୍ଚ ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ହିଂସା ମାମଲାରେ ଆଜି ଶ୍ରୀକୃଷ୍ଣଶରଣପୁରରେ ପୋଲିସ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି।ଏହି…
ଶିଶୁ ମନ୍ଦିର ଶିକ୍ଷକ ରୁ ମୁଖ୍ୟ ମନ୍ତ୍ରୀ
*କେନ୍ଦୁଝର ସଦର ବିଧାୟକ – ମୋହନ ଚରଣ ମାଝୀ”*ଶିଶୁ ମନ୍ଦିର ଶିକ୍ଷକ ରୁ ମୁଖ୍ୟ ମନ୍ତ୍ରୀ ୬.୧.୧୯୭୨ ମସିହାରେ କେନ୍ଦୁଝର ଜିଲ୍ଲା ସଦର ବ୍ଲକ ରାଇକଳା ଗାଁରେ…