ପୋଲିସ ଓ ଅବକାରୀ ପକ୍ଷରୁ ଅପରେସନ ଗ୍ରୀନ କ୍ଲିନ୍ ଅଭିଯାନ lଆର,ଉଦୟଗିରି :3/12/(ମନୋଜ କୁମାର ପାଢୀ)ଗଜପତି ଜିଲ୍ଲା ଅଡବା ଥାନା ପକ୍ଷରୁ ମାଣ୍ଡିମେରା ଗ୍ରାମ ପଞ୍ଚାୟତ କାଲେପଙ୍କା ଗାଁ ନିକଟସ୍ଥ ଜଙ୍ଗଲ ଜମି ରେ ବେଇଆଇନ୍ ଭାବେ ଚାଷ କରାଯାଇଥିବା ୨୭ ଏକର ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ୫୪ ହଜାର ଗଛ ନଷ୍ଟ କରାଯାଇଥିବା ବେଳେ ଆନୁମାନିକ ବଜାର ଦର ୫ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଆଜି ସନ୍ଧ୍ୟା ୬ ଘଣ୍ଟ ସମୟରେ ସୂଚନା ଦେଇଛନ୍ତି ଅଡବା ଥାନା ଅଧିକାରୀ । ଏହି ଚଢ଼ାଉ ରେ ୭ ପ୍ଲାଟୁନ୍ ପୋଲିସ, ଅବକାରୀ ବିଭାଗ, ରାଜସ୍ବ ବିଭାଗ ଓ ବନ ବିଭାଗ ର କର୍ମଚାରୀ ଙ୍କ ମିଳିତ ରେ ଚଢ଼ାଉ କରାଯାଇଥିଲା।
Related Posts

ଗୁରାଣ୍ଡି ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ସୁନା ଲୁଟି ଗ୍ୟାଙ୍ଗ ର ଦୁଇଜଣ ସଦସ୍ୟକୁ ବାନ୍ଧିଲା ପୋଲିସ !
ଗୁରାଣ୍ଡି ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ସୁନା ଲୁଟି ଗ୍ୟାଙ୍ଗ ର ଦୁଇଜଣ ସଦସ୍ୟକୁ ବାନ୍ଧିଲା ପୋଲିସ ଗଜପତି :୪/୫ ଗତ କିଛିଦିନ ହେବ…

ତେନ୍ତୁଳିଖୁଣ୍ଟି ଥାନା ASIଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ନବରଙ୍ଗପୁର: ତେନ୍ତୁଳିଖୁଣ୍ଟି ଥାନା ASIଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର! ASI ରେଣୁପ୍ରସାଦ ପ୍ରଧାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର*!ମଙ୍ଗରଦରା ନିକଟ ରାଇସିଂ ଯୋଡ଼ି ନାଳର ଏକ ଗଛରୁ ଉଦ୍ଧାର.ଗତ…
ଗାଁ କୁ ନାହିଁ ରାସ୍ତା ମାଆକୁ ନାହିଁ ସମ୍ମାନ।
ଆଜି ମଧ୍ଯ ଗର୍ବବତୀ ମହିଳାଙ୍କ ହେଇ ଅବସ୍ଥା, ଦେଖନ୍ତୁ ନିର୍ଜୀବ ବସ୍ତୁ ବଳିଆ ବୁଆ ହୋଇ ଚାଲୁଛନ୍ତି ଦୟାକରି ସମସ୍ୟାର ସମାଧାନ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ…