ପୋଲିସର ଗ୍ରୀନ ଅପେରସନ ଜାରି କିନ୍ତୁ ବିରୁଦ୍ଧରେ କଣ ଦୃଢ଼ କାର୍ଯ୍ୟ ଅନୁଷ୍ଠାନ ନିଆ ଯାଉଛି ତାକୁ ଅପେକ୍ଷା l

ପୋଲିସର ଗ୍ରୀନ ଅପେରସନ ଜାରି କିନ୍ତୁ ବିରୁଦ୍ଧରେ କଣ ଦୃଢ଼ କାର୍ଯ୍ୟ ଅନୁଷ୍ଠାନ ନିଆ ଯାଉଛି ତାକୁ ଅପେକ୍ଷା l

ମୋହନା :29/12(ସୁଵିତ କୁମାର ନାୟକ )ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଗୋଡ଼ମା ଗ୍ରାମ ପଞ୍ଚାୟତର ମୋବିଲି ରେ ଥିବା ପାହାଢିଆ ଜମିରେ 38ଏକର ବେଆଇନ ଜମିରେ ଚାଷ ହୋଇଥିବା ଗଞ୍ଜେଇ ଚାଷକୁ କାଟି ଜାଳି ପୋଡି ନଷ୍ଟ କରିଛନ୍ତି ଅଡବା ପୋଲିସ ସହ ଅବକାରୀ ବିଭାଗ ଓ ବନ ବିଭାଗ । ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜତିନ୍ଦ୍ର ନାଥ ପଣ୍ଡାଙ୍କ ନିର୍ଦ୍ଦେଶ କର୍ମେ ଓ ଆର.ଉଦୟଗିରି ଉପ ଆରକ୍ଷୀ ଅଧକ୍ଷଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗଞ୍ଜେଇ ଚାଷକୁ ଜାଳି ପୋଡି ନଷ୍ଟ କରିଥିବା ସୂଚନା ମିଳିଛି। ଗତ କିଛି ଦିନ ଧରି ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ବେଆଇନ କୋଟି କୋଟି ଟଙ୍କାର ଗଞ୍ଜେଇ ଚାଷକୁ ନଷ୍ଟ କରିଥିବା ଜଣାପଡିଛି। ସେହିପରି ଆଗାମୀ ଦିନରେ ମଧ୍ୟ ଗଞ୍ଜେଇ ଚାଷ ବ୍ୟାପକ ଭାବେ ନଷ୍ଟ କରାଯିବ ବୋଲି ଅଡବା ଥାନ ପକ୍ଷରୁ ସୂଚନା ମିଳିଛି l ଉପ ଆରକ୍ଷୀ ଅଧକ୍ଷଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗଞ୍ଜେଇ ଚାଷକୁ ଜାଳି ପୋଡି ନଷ୍ଟ କରିଥିବା ସୂଚନା ମିଳିଛି। ଗତ କିଛି ଦିନ ଧରି ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ବେଆଇନ କୋଟି କୋଟି ଟଙ୍କାର ଗଞ୍ଜେଇ ଚାଷକୁ ନଷ୍ଟ କରିଥିବା ଜଣାପଡିଛି। ସେହିପରି ଆଗାମୀ ଦିନରେ ମଧ୍ୟ ଗଞ୍ଜେଇ ଚାଷ ବ୍ୟାପକ ଭାବେ ନଷ୍ଟ କରାଯିବ ବୋଲି ଅଡବା ଥାନ ପକ୍ଷରୁ ସୂଚନା ମିଳିଛି l ପୋଲିସର ଗ୍ରୀନ ଅପେରସନ ଜାରି କିନ୍ତୁ ବିରୁଦ୍ଧରେ କଣ ଦୃଢ଼ କାର୍ଯ୍ୟ ଅନୁଷ୍ଠାନ ନିଆ ଯାଉଛି ତାକୁ ଅପେକ୍ଷା l

Leave a Reply

Your email address will not be published. Required fields are marked *