ବରଗଡ ୨୫,୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ରୁଷୁଡା ଫାଣ୍ଡି ଅଧିନସ୍ଥ ଭାଲୁପାଲି ଗ୍ରାମର ଭୀମ ମୁଦୁଲି ବୟସ ୬୦ , ପିତା ବସୁଦେବ ମୁଦୁଲି ନିକଟସ୍ଥ ପୋଖରୀ କୁ ଗାଧୋଇବାକୁ ଯାଇ ଥିଲେ, ବହୁ ସମୟ ପର୍ଯ୍ୟନ୍ତ ନ ଆସିବାରୁ ଖୋଜିବାକୁ ଯାଇ ଥିଲେ, ପରେ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରି ଭେଡେନ ହସ୍ପିଟାଲ ନେଇଥିଲେ, ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ଭେଡେନ ଥାନା ଆଇଆଇସି ପ୍ରେମଜିତ ଦାଶ ନିର୍ଦ୍ଦେଶ କ୍ରମେ ରୁଷୁଡା ଫାଣ୍ଡି ଅଧିକାରୀ ପ୍ରମୋଦ କୁମାର ସାହୁ ଶବ କୁ ଜପତ କରି ବ୍ୟବଚ୍ଛେଦ ପାଇଁ ବରଗଡ ପଠାଇଛନ୍ତି। ଭେଡେନ ଅପମୃତ୍ୟୁ କେସ ନମ୍ବର ୨୧/୨୪। ରୁଷୁଡା ଫାଣ୍ଡି ଅଧିକାରୀ ପ୍ରମୋଦ କୁମାର ସାହୁ ଅଧିକ ତଦନ୍ତ କରୁଛନ୍ତି।
Related Posts

ପିକପ୍ ଭେନ ସହ ବାଇକ ଦୁର୍ଘଟଣା ଜଣେ ମୃତ ଜଣେ ଗୁରୁତର ।
ପିକପ୍ ଭେନ ସହ ବାଇକ ଦୁର୍ଘଟଣା ଜଣେ ମୃତ ଜଣେ ଗୁରୁତର । ଆର,ଉଦୟଗିରା(ମନୋଜ କୁମାର ପାଢ଼ୀ) -: ଆଜି ଅପରାହ୍ନ 4ଟା ସମୟରେ ମୋହନା ବ୍ଲକ…

ଗଜପତି ଜିଲ୍ଲାରେ ୬୪ % ମତଦାନ, ଜିଲ୍ଲାପାଳ ନିଜ ମତ ସାବ୍ୟସ୍ତ କଲେ ଜିଲ୍ଲା ମୁଖ୍ୟାଳୟ ର ୧୮୧ନମ୍ବର ବୁଥ ରେ
ଗଜପତି ଜିଲ୍ଲାରେ ୬୪ % ମତଦାନ, ଜିଲ୍ଲାପାଳ ନିଜ ମତ ସାବ୍ୟସ୍ତ କଲେ ଜିଲ୍ଲା ମୁଖ୍ୟାଳୟ ର ୧୮୧ନମ୍ବର ବୁଥ ରେ ଗଜପତି -୧୩/୫/୨୦୨୪ଗଜପତି ଜିଲ୍ଲାର ଦୁଇ…

ପିଇବା ପାଣି, ପାନୀୟ ଜଳ ୨ କିଲୋମିଟର ଗଲେ ମିଳୁଛି, ଗ୍ରାମବାସୀ ପାଣି ବୁନ୍ଦେ ପାଇଁ ଦହଳ ବିକଳ
ପିଇବା ପାଣି, ପାନୀୟ ଜଳ ୨ କିଲୋମିଟର ଗଲେ ମିଳୁଛି, ଗ୍ରାମବାସୀ ପାଣି ବୁନ୍ଦେ ପାଇଁ ଦହଳ ବିକଳ …. କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ…