ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗୁଳି କରି ୧୨ ଲକ୍ଷ ଲୁଟ୍ସୋର:
ବାଲେଶ୍ଵର ଜିଲ୍ଲାରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗୁଳି କରି ୧୨ ଲକ୍ଷ ଲୁଟ୍ ଅଭିଯୋଗ ହୋଇଛି।ଖଇରା ଥାନା ବର୍ତ୍ତନା ବଜାର ଇଣ୍ଡିଆନ୍ ବ୍ୟାଙ୍କ ସମ୍ମୁଖରେ ଗୁଳିମାଡ଼ ହୋଇଥିବା ସୂଚନା।ବାଇକ୍ରେ ଆସି ପେଟ୍ରୋଲ୍ ପମ୍ପ କର୍ମଚାରୀଙ୍କୁ ଗୁଳି କଲେ ୬ ଦୁର୍ବୃତ୍ତ।।ପେଟ୍ରୋଲ୍ ପମ୍ପର ଜଣେ କର୍ମଚାରୀଙ୍କ ଗୋଡ଼ରେ ବାଜିଛି ଗୁଳି। ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ସମୟରେ ଘଟିଛି ଏହି ଘଟଣା।