ପୁରୀ ଶ୍ରୀମନ୍ଦିର ବାହାରୁ ଲାଇଟ୍ ନେବା ପ୍ରସଙ୍ଗ: ପୁରୀ ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦେଶ
ପୁରୀ: (ଅଭିଷେକ ମହାନ୍ତି) ପୁରୀ ଶ୍ରୀମନ୍ଦିର ବାହାରୁ ଲାଇଟ୍ ନେବା ଘଟଣାରେ ତଦନ୍ତ ନିର୍ଦେଶ ଦେଲେ ମୁଖ୍ୟ ସଚିବ ପ୍ରଦୀପ ଜେନା।ପୁରୀ ଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦିଆଯାଇଥିବା ସୂଚନା।ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ଶ୍ରୀମନ୍ଦିର ବାହାରୁ ପ୍ରାୟ ୫୦୦ ଫୋକସ୍ ଲାଇଟ୍ ଖୋଲି ଦିଆଯାଇଥିଲା।