ପୁରୀ ବାଣ ବିସ୍ଫୋରଣ ଘଟଣାରେ ୪ ବାଣ ବ୍ୟବସାୟୀ ଅଟକ
ପୁରୀ: (ଅଭିଷେକ ମହାନ୍ତି)ପୁରୀ ଜିଲ୍ଲା ବାଣ ବିସ୍ଫୋରଣ ଘଟଣାରେ ନିମାପଡ଼ା ଚାରିଛକ ଅଞ୍ଚଳର ୪ ଜଣ ବାଣ ବ୍ୟବସାୟୀଙ୍କୁ ଅଟକ ରଖିଛି ପୋଲିସ୍।ଏଯାବତ ବାଣ ବିସ୍ଫୋରଣ ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ଘଟିଲାଣି।ମେ ୨୯ ରେ ଚନ୍ଦନ ଯାତ୍ରା ସମୟରେ ହୋଇଥିଲା ବିସ୍ଫୋରଣ।