ପୁଟାସିଂ ଥାନା ଅନ୍ତର୍ଗତ ପିଣ୍ଡାଗୁଡ଼ି ଗ୍ରାମ ନିକଟରେ ୨୭୦୦୦ ଗଂଜେଇ ଗଛ ନଷ୍ଟ କଲା ପୋଲିସ ବୁଧବାର ଦିନ ରାୟଗଡା ଜିଲ୍ଲା ପୋଲିସ ଓ ଗୁଣୁପୁର ପ୍ରଶାସନ ର ମିଳିତ ଭାବେ ପୁଟାସିଂ ଥାନା ଅନ୍ତର୍ଗତ ପିଣ୍ଡାଗୁଡ଼ି ଗ୍ରାମ ନିକଟରେ ୨୭୦୦୦ ଗଂଜେଇ ଗଛ ନଷ୍ଟ କଲା ପୋଲିସ। ବେଆଇନ ଭାବେ ୯ ଏକର ଜମିରେ ଚାଷ ହୋଇଥିବା ପ୍ରାୟ 27000 ଗଂଜେଇ ଗଛ ନଷ୍ଟ କରାଯାଇଛି। ଏ ସଂକ୍ରାନ୍ତରେ ପୁଟାସିଂ ଥାନା ରେ ଏକ କେଶ ରୁଜୁ ହୋଇଛି। ରାୟଗଡା ଏସପି ଙ୍କ ନିର୍ଦ୍ଧେଶ କ୍ରମେ ଗୁଣୁପୁର SDPO ଙ୍କ ତତ୍ୱାବଧାନ ରେ ପୁଟାସିଂ ଥାନା ଅଧିକାରୀଙ୍କ ଉପସ୍ଥିତି ରେ ପ୍ରଶାସନ, ପୋଲିସ, ଅବକାରୀ ବିଭାଗ, ବନ ବିଭାଗ ର ମିଳିତ ଭାବେ ଏହି ଗଂଜେଇ ଗଛ ନଷ୍ଟ କରିଥିଲେ। ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ
Related Posts

୩% ବଢ଼ିଲା ମହଙ୍ଗା ଭତ୍ତା
୩% ବଢ଼ିଲା ମହଙ୍ଗା ଭତ୍ତା ଭୁବନେଶ୍ୱର: ଆଜି ୩% ବଢ଼ିଲା କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା।ମହଙ୍ଗା ଭତ୍ତା ମୂଳ ଦରମାର ୫୦%ରୁ ୫୩%କୁ ବୃଦ୍ଧି କରାଯାଇଛି।ଜୁଲାଇ ପହିଲାରୁ…

ବାଉଁସୁରୀ ଗ୍ରାମଠାରୁ ପ୍ରଧାନମନ୍ତ୍ରୀ-ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନ!
ବାଉଁସୁରୀ ଗ୍ରାମଠାରୁ ପ୍ରଧାନମନ୍ତ୍ରୀ-ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ଆର, ଉଦୟଗିରି – ୨୩.୦୮.୨୦୨୪ ରିଖ ଦିନ ପୂର୍ବାହ୍ନ ଘ ୧୦.୩୦ ମିନଟ ସମୟରେ ଚନ୍ଦ୍ରଗିରି ପଂଚାୟତ…

ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ଓଡ଼ିଶା ସରକାର
ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ଓଡ଼ିଶା ସରକାର ଭୁବନେଶ୍ୱର: ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ଓଡ଼ିଶା ସରକାର। ଘରଭଡ଼ା ସହ ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା…