ପାରାଦୀପ: ପାରାଦୀପ ବନ୍ଦରରେ ଆଜି ସକାଳେ ଏକ ଅଘଟଣ ଘଟିଛି। ଏଠାରେ ଅନଲୋଡିଂ ବେଳେ ଜାହାଜ ଉପରେ କ୍ରେନ୍ ଭାଙ୍ଗି ପଡ଼ିଥିଲା। ଏଥିରେ କ୍ରେନ ଅପରେଟର ଆହତ ହୋଇଥିଲେ ଏବଂ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅନ୍ୟ କୌଣସି କ୍ଷତି ହୋଇନଥିବା ଜଣାଯାଇଛି।
Related Posts

ନୂଆପଡ଼ା ଜିଲ୍ଲା ର ୪୦ ଗୋଟି ସକ୍ଷୀ ବୁଥ ପାଇଁ ମଧ୍ୟ ମହିଳା ନିର୍ବାଚନ କର୍ମଚାରୀ ନିୟୋଜିତ, ଆଦର୍ଶ ବୁଥ ରୂପେ ବିବାହ ମଣ୍ଡପ ପରି ସୁସଜ୍ଜିତ
ନୂଆପଡ଼ା ଜିଲ୍ଲା ର ୪୦ ଗୋଟି ସକ୍ଷୀ ବୁଥ ପାଇଁ ମଧ୍ୟ ମହିଳା ନିର୍ବାଚନ କର୍ମଚାରୀ ନିୟୋଜିତ, ଆଦର୍ଶ ବୁଥ ରୂପେ ବିବାହ ମଣ୍ଡପ ପରି ସୁସଜ୍ଜିତ…

ସେବl ସମର୍ପଣ ସାଂସ୍କୃତିକ ପରିଷଦ ଗୁମା ତରଫରୁ ସାଧାରଣତନ୍ତ୍ର ଦିବସ ପାଳନ
ସେବl ସମର୍ପଣ ସାଂସ୍କୃତିକ ପରିଷଦ ଗୁମା ତରଫରୁ ସାଧାରଣତନ୍ତ୍ର ଦିବସ ପାଳନ କନ୍ଧମାଳ : – (ରିପୋର୍ଟ କୁନା ଦିଗାଲ )ସେବା ସମର୍ପଣ ସାଂସ୍କୃତିକ ପରିଷଦ ଗୁମା…

୧୭୮ଟି ଟ୍ରେନ ବାତିଲ ହୋଇଛି ବାତ୍ୟା ‘ଦାନା’ ପାଇଁ
ବାତ୍ୟା ‘ଦାନା’ ପାଇଁ ବାତିଲ୍ ହେଲା ଟ୍ରେନ୍। ଭୁବନେଶ୍ଵର:ମୋଟ ୧୭୮ଟି ଟ୍ରେନ ବାତିଲ ହୋଇଛି। ୨୩, ୨୪ ଓ ୨୫ ତାରିଖ ମଧ୍ୟରେ ମୋଟ ୧୭୮ ଟ୍ରେନ୍…