ପାନ ଦୋକାନରେ ନିଆଁ ଲାଗି ଜଳିଗଲେ ମହିଳା ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବକ୍ତାରପୁର ଛକରେ ଥିବା ପାନ ଦୋକାନରେ ନିଆଁ ଲାଗି ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡ଼ିଛି।ଧୂପରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।ପାନ ଦୋକାନରେ ପେଟ୍ରୋଲ ମଧ୍ୟ ବିକ୍ରି ହେଉଥିଲା।
Related Posts

ସୁନାବେଡ଼ା ନଦୀ ରେ ୮ ବର୍ଷ ର ପିଲା ର ମୃତ୍ୟ ଦେହ ଉଦ୍ଧାର।
ସୁନାବେଡ଼ା ନଦୀ ରେ ୮ ବର୍ଷ ର ପିଲା ର ମୃତ୍ୟ ଦେହ ଉଦ୍ଧାର।ସୁନାବେଡ଼ା ହାଲ ଟାଉନ୍ ସିପ ର ୮ ବର୍ଷ ର ଆରୁସ ବିଷୋୟୀ…

ନିଶା ଦେଇ ଅଧ୍ୟାପକଙ୍କ ସ୍ବର୍ଣ୍ଣ ଅଳଙ୍କାର ଓ ମନିପର୍ସ୍ ଲୁଟ୍।
ନିଶା ଦେଇ ଅଧ୍ୟାପକଙ୍କ ସ୍ବର୍ଣ୍ଣ ଅଳଙ୍କାର ଓ ମନିପର୍ସ୍ ଲୁଟ୍। ଭୁବନେଶ୍ବର ରୁ ଆସୁଥିବା ବିଶାଖା ଏକ୍ସପ୍ରେସ ଟ୍ରେନ ରେ କିଛି ଅଣଓଡିଆ ଯୁବକ ଜଣେ ଅଧ୍ୟାପକ…

ପୁଣି ଦୋଳାରେ ବୁହା ହେଲେ ରୋଗୀ l
ପୁଣି ଦୋଳାରେ ବୁହା ହେଲେ ରୋଗୀ l ଆର,ଉଦୟଗିରି(ମନୋଜ କୁମାର ପାଢୀ) -ଗାଁକୁ ଯିବା ପାଇଁ ପକ୍କା ରାସ୍ତା ନଥିବାରୁ ଦୋଳାରେ ବୁହା ହେଇ ମେଡିକାଲ ଯାଉଛନ୍ତି…