ପାଞ୍ଚଆମ୍ବ ଗ୍ରାମରେ ସି ପି ଆଇ (ଏମ୍) ୭୮ତମ ସ୍ବାଧିନତା ଦିବସ ପାଳନ ।ଆର,ଉଦୟଗିରି(ମନୋଜ କୁମାର ପାଢୀ)- ମୋହନା ବ୍ଳକ ଲବାରସିଂ ଗ୍ରାମପଞ୍ଚାୟତର ପାଞ୍ଚଆମ୍ବ ଗ୍ରାମ ଠାରେ ସି ପି ଆଇ (ଏମ୍) ପକ୍ଷରୁ ୭୮ତମ ସ୍ବାଧିନତା ଦିବସକୁ ସି ପି ଆଇ (ଏମ୍) ଜିଲ୍ଲା ସଂପାଦକ ଦଣ୍ଡପାଣି ରଇତଙ୍କ ନେତୃତ୍ବରେ ଜାତୀୟ ପତକା ଉତ୍ତୋଳନ କରିଥିଲେ । ଦେଶ ସ୍ବାଧିନ ଆଣିବାର ମହାପୁରୁଷ ମାନଙ୍କୁ ଶ୍ମରଣ କରାଯାଇ ଆନନ୍ଦ ଉତ୍ସବରେ ସ୍ବାଧିନତା ଦିବସ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୋହନା ଓ ଆର,ଉଦୟଗିରି ଆଞ୍ଚଳିକ ସଂପାଦକ ଗୋକୁଳ ଦଳବେହେରା, ଅନାମମଣ୍ଡଳ ତ୍ରନାଥ ରଇତ, ସୁରେନ୍ଦ୍ର ମଳିକ, ପାତ୍ରୀକ ପ୍ରଧାନ, ସୁଲମନ ରଇତ ଓ ଅନ୍ୟାମାନେ ଉପସ୍ଥିତ ଥିଲେ ।
Related Posts

ଥୁଆପାଲି ନ୍ୟୁ ଡନବସ୍କୋ ଏକାଡେମୀ ବିଦ୍ୟାଳୟ ପକ୍ଷରୁ ବିଜ୍ଞାନ ୨୪/୨୫ ର ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।
ଥୁଆପାଲି ନ୍ୟୁ ଡନବସ୍କୋ ଏକାଡେମୀ ବିଦ୍ୟାଳୟ ପକ୍ଷରୁ ବିଜ୍ଞାନ ୨୪/୨୫ ର ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା…

ମୋହନା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି
ମୋହନା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଆର, ଉଦୟଗିରି, (ମନୋଜ କୁମାର ପାଢୀ):ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି…

ଅପହରଣକାରୀ ଯୁବକ ଗିରଫ।
ଅପହରଣକାରୀ ଯୁବକ ଗିରଫ।ଗଞ୍ଜାମ:ଗତ ଜୁଲାଇ ମାସରେ ହିଞ୍ଜିଳି ପୌରାଞ୍ଚଳ ରୁ ଜନୈକା ନାବାଳିକା କୁ ଅପହରଣ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା ଓ ବ୍ରହ୍ମପୁର ସଦର…