ପାକିସ୍ତାନରେ ଯାତ୍ରିବାହୀ ଟ୍ରେନ ଅପହରଣ

କ୍ବେଟା:ବେଲୁଚିସ୍ତାନ ମୁକ୍ତି ବାହିନୀ ଗତ କିଛି ଦଶନ୍ଧି ହେଲା ବେଲୁଚିସ୍ତାନକୁ ପାକିସ୍ତାନଠାରୁ ମୁକ୍ତ କରିବାକୁ ଉଦ୍ୟମ କରୁଛି । ଏଥିପାଇଁ ଏହି ବାହିନୀ ସଶସ୍ତ୍ର ସଂଗ୍ରାମ ଚଳାଇଛି । ମାତ୍ର ଏହି ବିଦ୍ରୋହକୁ ପାକିସ୍ତାନ ସେନା କଠୋର ଭାବେ ଦମନ କରିବାକୁ ଉଦ୍ୟମ କରୁଛି । ଏଥିପାଇଁ ବେଲୁଚିସ୍ତାନର ସାଧାରଣ ଜନତାଙ୍କୁ ଉପରେ ଅକଥନୀୟ ଅତ୍ୟାଚାର କରାଯାଉଛି । ଅନେକ ଲୋକଙ୍କୁ ହତ୍ୟା କରାଯାଉଛି । ଏହା ସତ୍ତ୍ବେ ବିଏଲଏ ପାକିସ୍ତାନ ସେନା ଉପରେ ନିଜର ଆକ୍ରମଣ ଜାରି ରଖିଛି। ଆଜି କରାଯାଇଥିବା ଟ୍ରେନ ଅପହରଣ ଏହି ସଂଗ୍ରାମର ଏକ ଅଂଶ । ଟ୍ରେନରେ ପାକିସ୍ତାନୀ ସେନାର ଅନେକ ଲୋକ ଥିବାରୁ ଏହି ଅପହରଣ କରାଯାଇଛି ।20 ସୁରକ୍ଷା କର୍ମୀଙ୍କୁ ହତ୍ୟା କରିବା ଏବଂ 182 ଜଣଙ୍କୁ ବନ୍ଧକ ରଖିବା ସୁଚନା ମିଳିଛି!

Leave a Reply

Your email address will not be published. Required fields are marked *