ପହିଲି ରଜ ପର୍ବ ପାଳିତପାଟଣାଗଡ( ରୁପେନ୍ଦ୍ର ମୁଣ୍ଡା ) – ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଓ ପଞ୍ଚାୟତ ମହୁରୁଣ୍ଡି ବହଳ ଗଛ ନିକଟ ସାହାଣୀ ପଡ଼ାରେ କୁନି କୁନି ଝିଅ ଓ ଯୁବତୀ ମାନଙ୍କ ଦ୍ୱାରା ପହିଲି ରଜ ପର୍ବ ପାଳିତ ହୋଇଛି । ଏହି ଅବସରରେ ଆୟୋଜିତ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମରେ ହର୍ସ ଉଲ୍ଲାସର ସହିତ ସାମିଲ ହୋଇଥିଲେ ।
Related Posts

ଖରିଫ ଧାନ ସଂଗ୍ରହ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ
ଖରିଫ ଧାନ ସଂଗ୍ରହ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ…

ଜୟପୁର_ଜିତିଲା_କଂଗ୍ରେସ
ଜୟପୁର_ଜିତିଲା_କଂଗ୍ରେସ !.ଜୟପୁରରୁ କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନୀପତି ବିଜୟୀ!.୧୨ ହଜାର ୯୯୭ ଭୋଟରେ ଜିତିଲେ ତାରାପ୍ରସାଦ ବାହିନୀପତି!.

ଭୁବନେଶ୍ୱର ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରୁଛନ୍ତି ଓଡ଼ିଶାର ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରୁଛନ୍ତି ଓଡ଼ିଶାର ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ