ଭୁବନେଶ୍ବର: ପରଲୋକରେ ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତି । ଆଜି ତାଙ୍କର ନିଧନ ହୋଇଛି। ସେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। ସେ ଭୁବନେଶ୍ବର-ମଧ୍ୟ ଆସନରୁ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପ୍ରଥମ ଥର ୨୦୦୯ ଓ ପରେ ୨୦୧୪ରେ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ।
Related Posts

ମା ଗୃହକୁ ରାସ୍ତା ନିର୍ମାଣ ପାଇଁ ବିଡିଓଙ୍କୁ ଦାବିପତ୍ର ପ୍ରଦାନ ।
ମା ଗୃହକୁ ରାସ୍ତା ନିର୍ମାଣ ପାଇଁ ବିଡିଓଙ୍କୁ ଦାବିପତ୍ର ପ୍ରଦାନ । ଆର,ଉଦୟଗିରି – ୨/୯/୨୪ ଆଜି ଗଜପତି ଜିଲ୍ଲାର ମୋହନାଠାରେ “ପିସ” ଅନୁଷ୍ଠାନ ଦ୍ୱାରା ପରିଚାଳିତ…

ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି, ଭାରତ ୨୦୩୦ ସୁଦ୍ଧା କୁଷ୍ଠ ମୁକ୍ତ ହେବ।
ଭୁବନେଶ୍ବର: କୁଷ୍ଠରୋଗ ପାଇଁ ଆଧୁନିକ ତଥା ନିର୍ଭରଯୋଗ୍ୟ ଚିକିତ୍ସା ବ୍ୟବସ୍ଥା ଥିଲେ ହେଁ, ସଂକ୍ରମିତ ବ୍ୟକ୍ତି ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ସାମାଜିକ ବାସନ୍ଦ ଭୟରେ ଚିକିତ୍ସା ଠାରୁ…

ବୀରତା ଦିବସ ପାଳନ ଉପଲକ୍ଷେ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ଓ ଶହିଦ ଶ୍ରୁତି କମିଟି ମିଳିତ ଆନୁକୁଲ୍ୟରେ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୀରତା ଦିବସ ପାଳନ ଉପଲକ୍ଷେ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ଓ ଶହିଦ ଶ୍ରୁତି କମିଟି ମିଳିତ ଆନୁକୁଲ୍ୟରେ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…