କୋରାପୁଟ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ୱତନ୍ତ୍ର କ୍ୟାବିନରେ ୮ଜଣିଆ ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରୁଛନ୍ତି।ପଦ୍ମଶ୍ରୀ କମଳା ପୂଜାରୀ ପୁଣି ଅସୁସ୍ଥ ହୋଇ ପଡ଼ିଛନ୍ତି। ଗତକାଲି ସନ୍ଧ୍ୟାରେ ସେ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
Related Posts

Performance in Malkangiri +2 ExaminationsStudents
Performance in Malkangiri: Satyanarayan Students Excel in +2 ExaminationsStudents from Malkangiri have once again showcased their academic prowess in the…

ସେମିଳିଗୁଡା ଲାୟନ୍ସ କ୍ଲବ ତରଫରୁ କମ୍ବଳ ବଣ୍ଟନ
ସେମିଳିଗୁଡା ଲାୟନ୍ସ କ୍ଲବ ତରଫରୁ କମ୍ବଳ ବଣ୍ଟନ ସେମିଳିଗୁଡା.ତାରିଖ ୨୨,୧୨,୨୦୨୪:ସେମିଳିଗୁଡା ଲାୟନ୍ସ କ୍ଲବ ତରଫରୁ ପୋଷ୍ୟ ଗ୍ରାମ କୋକରିଗୁଡାଠାରେ ବୃଦ୍ଧ ବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। ଲାୟନ୍ସ…

ରାସ୍ତାରେ ପଥର ଖଣ୍ଡ ପଡ଼ି ଯାତାୟତ ବାଧାପ୍ରାପ୍ତ ହେବାରୁ ୧୩ ଟି ଗ୍ରାମର ଶତାଧୀକ ଲୋକ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ଯାଇଛନ୍ତି। ମାଲକାନଗିରି
ପ୍ରବଳ ବର୍ଷା ଯୋଗୁ ପାହାଡ଼ରୁ ଖସିଲା ପଥର ଖଣ୍ଡ । ରାସ୍ତାରେ ପଥର ଖଣ୍ଡ ପଡ଼ି ଯାତାୟତ ବାଧାପ୍ରାପ୍ତ ହେବାରୁ ୧୩ ଟି ଗ୍ରାମର ଶତାଧୀକ ଲୋକ…