ପଦ୍ମପୁର ହସପିଟାଲରେ ଡାକ୍ତର ଓ ନର୍ସ ପଦବୀ ପୂରଣ କେଵେ ହେଵ ଵୋଲି ସ୍ୱାସ୍ଥ୍ୟ ବିଭାଗକୁ ପ୍ରଶ୍ନ?
ଆଇନ ଛାତ୍ର ଆଶିଷ ଜ୍ୟୋତିଷ ଦାଦନ ପ୍ରଵଣ ଅଞ୍ଚଳ ପଦ୍ମପୁର ଠିକ୍ ଭାବେ ନାଁ ସ୍ୱାସ୍ଥ୍ୟ ସେଵା ଅଛି ନାଁ ଆର୍ଥିକ ସ୍ଥିତି ଠିକ୍ ଭାବେ ଅଛି ମରୁଡି ପ୍ରପିଡିତ ଓ ଅବହେଳିତ ଅଞ୍ଚଳ ଅଟେ।ଏହି ଅଞ୍ଚଳର ଜନସାଧାରଣ ଅଧିକାଂଶ ଗରୀବ ଅଟନ୍ତି। ଏଠାକାର ରୋଗି ଉନ୍ନତ ଚିକିତ୍ସା ନିମନ୍ତେ ବହୁ ଦୂର ଦୂରାନ୍ତ କୁ ଯିବାକୁ ପଡିଥିବାରୁ ଚିକିତ୍ସା ଅବହେଲା ଓ ଆର୍ଥିକ ସମସ୍ୟା ଯୋଗୁଁ ରୋଗି ମୃତ୍ୟୁ ମୁଖରେ ପଡୁଛନ୍ତି । ଏହି ଦାଦାନ ପ୍ରଵଣ ଅଞ୍ଚଳ ପାଇଁ ଏଠାରେ ଡାକ୍ତର ଓ ନର୍ସ ପଦବୀ ଖାଲିପଡ଼ିଛି। ପଦ୍ମପୁର, ଵୁଡେନ ଗାଇସିଲେଟ, ଝାରବନ୍ଧ, ଜଗଦଲପୁର,ପାଇମିକମାଲ ସମେତ ଛତିଶଗଡ ରାଜ୍ୟର ରୋଗି ମାନେ ପଦ୍ମପୁର ସଵ୍ ଡ଼ିଭିଜନ ହସପିଟାଲ ନିର୍ଭର କରୁଛନ୍ତି। ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକର ଅନ୍ତର୍ଗତ କଟାଵାହାଲ ପଞ୍ଚାୟତ ଅଧିନରେ ଥିବା ଯୁଵାଖୋଲ ଗ୍ରାମର ଆଇନ ଛାତ୍ର ଆଶିଷ ଜ୍ୟୋତିଷ ଉତ୍ତମ ସ୍ୱାସ୍ଥ୍ୟ ସେଵା ପାଇଵା ଆମରି ଅଧିକାର ।ପଦ୍ମପୁର ହସପିଟାଲରେ ଡାକ୍ତର ଓ ନର୍ସ ଦରକାର । ପ୍ଲାକାର୍ଡ ଲେଖା ହୋଇ ଥିବା ଓ ନାରା ଦେଵାର ଦେଖିବାକୁ ମିଳିଛି।