ପଦ୍ମପୁର ବ୍ଲକରେ ପାଇଖାନା ଦୁର୍ନୀତିଅତିରିକ୍ତ ଜିଲ୍ଲାପାଳ ଙ୍କୁ ଭେଟି ଦାବି ଜଣାଇଲେ ଆଶିଷ
ପଦ୍ମପୁର ବ୍ଲକରେ ପାଇଖାନା ଦୁର୍ନୀତିଅତିରିକ୍ତ ଜିଲ୍ଲାପାଳ ଙ୍କୁ ଭେଟି ଦାବି ଜଣାଇଲେ ଆଶିଷ ସ୍ବାସ୍ଥ୍ୟ ହିଁ ସଂପଦ। ପରିମଳ ବ୍ୟବସ୍ଥା ଠିକ୍ ରହିଲେ ସ୍ବାସ୍ଥ୍ୟର ସୁଧାର ଆସିଥାଏ। ଏଥିପାଇଁ ତ ସରକାର ଘରେ ଘରେ ପାଇଖାନା ନିର୍ମାଣ ନିମିତ୍ତ ଅନୁଦାନ ପ୍ରଦାନ କରି ବ୍ୟବହାର ନିମନ୍ତେ ସଚେତନତା ପ୍ରୁଷ୍ଟି କରି ଆସୁଥିବାର ଜଣାଯାଏ। ବହୁଦିନ ପର୍ଯ୍ୟନ୍ତ ପାଇଖାନା ବ୍ୟବହାର ଓ ଏହାଦ୍ବାରା ମଳକୁ ଖତ/କମୋଷ୍ଟ ରେ ପରିଣତ କରି ସ୍ବାସ୍ଥ୍ୟ ସହିତ ଆର୍ଥିକ ବିକାଶ ଭାବନା ନେଇ ସରକାରଙ୍କ ରାଜ୍ୟ ଜଳ ଓ ପରିମଳ ମିଶନ ପତ୍ର 3484 ତା:.18.04.2018 ଜିଲ୍ଲାପାଳ, ବିଡିଓ ମାନଙ୍କୁ ବାର ହଜାର ଟଙ୍କାରେ ଦୁଇ ଟାଙ୍କି ବିଶିଷ୍ଟ ପାଇଖାନା ନିର୍ମାଣ ନିମନ୍ତେ ଆଦେଶ ଦେଇଥିଲେ। କିନ୍ତୁ ଅଧିକାଂଶ ଗ୍ରାମ ତଥା ବ୍ଳକରେ ଏକ ଟାଙ୍କି ବିଶିଷ୍ଟ ପାଇଖାନା ନିର୍ମାଣ କରାଯିବା ସହ ଦୁଇ ଟାଙ୍କି ବିଶିଷ୍ଟ ପାଇଖାନାର ବିଲ୍ କରାଯାଇ ଥିବାର ଜଣାଯାଏ। ଏହା କେବଳ କୋଟି କୋଟି ଟଙ୍କାର ଦୁର୍ନୀତି ନୁହେଁ, ବରଂ ଗ୍ରାମାଞ୍ଚଳର ପରିମଳ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରି ଲୋକଙ୍କୁ ରୁଗ୍ଧ କରି ଦୁର୍ବଳ କରାଯିବାର ଯୋଜନା ହୋଇ ପାରେ। ପାଇକମାଳ କିଛି ଗ୍ରାମ ଯଥା ଖଣ୍ଡସିବାଞ୍ଜି ଗ୍ରାମ ରେ ଦୁଇ ଟାଙ୍କି ବିଶିଷ୍ଟ ପାଇଖାନା ନିର୍ମାଣ ହୋଇ ଥିବାର ଜଣାଯାଏ। ପଦ୍ମପୁର ବ୍ଳକ, ୨୨ ପଞ୍ଚାୟତର ସଂପୂର୍ଣ୍ଣ ଭାବ ବରେ ଏକ ଟାଙ୍କି ବିଶିଷ୍ଟ ପାଇଖାନା ลิศเต କରାଯାଇ ଦୁଇ ଟାଙ୍କି ବିଶିଷ୍ଟ ପାଇଖାନାର ବିଲ୍ କରାଯାଇ ଥିବାର ଜଣାଯାଏ। କିଛି ସରକାର ସରକାରୀ ଅଧ୍ ଅଧୂକାରୀ ମାଞ୍ଚଳର ଲୋକମାନ ମାନଙ୍କର ସ୍ବାସ୍ଥ୍ୟ ସହିତ ଖେଲ ଖେଳିବାର ଜଣାଯାଏ ଏ। ସରକାର ଏହି ବିଷୟକୁ ଗମ୍ଭୀରତାର ସହ ବିଚାରକୁ ନେଇ ଦୁର୍ନୀତିଗ୍ରସ୍ତ ବିରୋଧରେ ଆଇନଗତ ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକ ଅନୁରୋଧ। ପ୍ଲାକାର୍ଡ ମାଧ୍ଯମରେ, ବେଗରେ ଥିବା ସ୍ବାସ୍ଥ୍ୟ ହଁ ସମ୍ପଦ, ଗାଁ ଗାଁ ରେ ପାଇଖାନା ଦୁର୍ନୀତି, ପାଇଖାନା ଦୁର୍ନୀତି ଆମର ଦାବି, ବୋଲି ନାରା ଦେଇଛନ୍ତି ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକର ଅନ୍ତର୍ଗତ କଟାବାହାଲ ପଞ୍ଚାୟତ ଅଧୀନରେ ଅଳ୍ପ ଥିବା ଯୁବାଖୋଲ ଗ୍ରାମର ଆଇନ ନ ଛାତ୍ର ତଥା ସମାଜସେବୀ ଆଶିଷ ଜ୍ୟୋ ଜ୍ୟୋତିଷ । ସୋମବାର ଦିନ ପଦ୍ମପୁର ବ୍ଲକ ଅଫି ଫିସରେ ଚାଲିଥିବା ଜନଅଭିଯୋଗ ଶୁଣାଣୀରେ ଆସି ଅତିରିକ୍ତ ଜିଲ୍ଲାପାଲ ଓ ଉପ ଜିଲ୍ଲାପାଳ ଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ଆଶିଷ ଜ୍ୟୋତିଷ ଓ କାର୍ଯ୍ୟାନୁଷ୍ଠାନ ନେବା କୁ ଦାବି ଜଣାଇଛନ୍ତି।