ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍ ହେଲେ ପରବର୍ତ୍ତୀ ଶ୍ରେଣୀ କୁ ଉନ୍ନୀତ ହୋଇ ପାରିବେ ନାହିଁ ଛାତ୍ର ଛାତ୍ରୀ।ଶିକ୍ଷା କ୍ଷେତ୍ର ରେ ଗୁଣାତ୍ମକ ପରିବର୍ତ୍ତନ ପାଇଁ ସରକାର ଶିକ୍ଷା ନୀତି ରେ ପରିବର୍ତ୍ତନ କରିଛନ୍ତି। ଆଗରୁ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ରେ କେହି ଫେଲ ହେବେ ନାହିଁ ଥିବା ନିୟମ କୁ ଉଚ୍ଛେଦ କରାଯାଇଛି।ଏହା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ସଚିବ ଶ୍ରୀ ସଞ୍ଜୟ କୁମାର। ପଞ୍ଚମ ଓ ଅଷ୍ଟମ ରେ ଫେଲ୍ ହେଲେ ୨ମାସରେ ରି ଟେଷ୍ଟ ପାଇଁ ସୁଯୋଗ ଦିଆ ଯିବ। ଯଦି କୃତକାର୍ଯ୍ୟ ହେଲେ ତେବେ ପରବର୍ତ୍ତୀ ଶ୍ରେଣୀ କୁ ଯାଇପାରିବେ।ଏହା ନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି।
Related Posts
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର 59ତମ ପ୍ରତିଷ୍ଠା ଦିବସ: ସୌଭାଗ୍ୟ ମିଶ୍ରଙ୍କୁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ରବି ରଥ ପାଇବେ ସାମ୍ୱାଦିକତା ସମ୍ମାନ
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର 59ତମ ପ୍ରତିଷ୍ଠା ଦିବସ: ସୌଭାଗ୍ୟ ମିଶ୍ରଙ୍କୁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ରବି ରଥ ପାଇବେ ସାମ୍ୱାଦିକତା ସମ୍ମାନ ଭଞ୍ଜବିହାର,20/12 : ଜାନୁଆରି 2ତାରିଖ…
କୋରାପୁଟ ଜିଲ୍ଲାର ଦମ୍ପତ୍ତିଙ୍କ ବିକାନୀର ଆନ୍ତର୍ଜାତୀୟ ରାଜନୀତି ବିଜ୍ଞାନ ସେମିନାରରେ ଯୋଗଦାନ
କୋରାପୁଟ ଜିଲ୍ଲାର ଦମ୍ପତ୍ତିଙ୍କ ବିକାନୀର ଆନ୍ତର୍ଜାତୀୟ ରାଜନୀତି ବିଜ୍ଞାନ ସେମିନାରରେ ଯୋଗଦାନ ସେମିଳିଗୁଡା.ତାରିଖ ୧୮:୧୦,୨୦୨୪: କୋରାପୁଟ ଜିଲ୍ଲାର ସେମିଳିଗୁଡାରୁ ଏକମାତ୍ର ଦମ୍ପତ୍ତି ଅବସରପ୍ରାପ୍ତ ପ୍ରଫେସର, ଶିକ୍ଷାବିତ ଡକ୍ଟର…
ପ୍ରଚଣ୍ଡ ତାତି ରେ ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ
ନୂଆପଡ଼ା ଜିଲ୍ଲାପାଳ ହେମକାନ୍ତ ସାଏ ଙ୍କ ପ୍ରତିକ୍ରିୟା, ପ୍ରଚଣ୍ଡ ତାତି ରେ ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ନୂଆପଡା :୩୧.୦୫. ( ଓମ୍ ପ୍ରକାଶ ଚୌଧୁରୀ)ନୂଆପଡ଼ା ଜିଲ୍ଲା…