ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍ ହେଲେ ପରବର୍ତ୍ତୀ ଶ୍ରେଣୀ କୁ ଉନ୍ନୀତ ହୋଇ ପାରିବେ ନାହିଁ ଛାତ୍ର ଛାତ୍ରୀ।ଶିକ୍ଷା କ୍ଷେତ୍ର ରେ ଗୁଣାତ୍ମକ ପରିବର୍ତ୍ତନ ପାଇଁ ସରକାର ଶିକ୍ଷା ନୀତି ରେ ପରିବର୍ତ୍ତନ କରିଛନ୍ତି। ଆଗରୁ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ରେ କେହି ଫେଲ ହେବେ ନାହିଁ ଥିବା ନିୟମ କୁ ଉଚ୍ଛେଦ କରାଯାଇଛି।ଏହା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ସଚିବ ଶ୍ରୀ ସଞ୍ଜୟ କୁମାର। ପଞ୍ଚମ ଓ ଅଷ୍ଟମ ରେ ଫେଲ୍ ହେଲେ ୨ମାସରେ ରି ଟେଷ୍ଟ ପାଇଁ ସୁଯୋଗ ଦିଆ ଯିବ। ଯଦି କୃତକାର୍ଯ୍ୟ ହେଲେ ତେବେ ପରବର୍ତ୍ତୀ ଶ୍ରେଣୀ କୁ ଯାଇପାରିବେ।ଏହା ନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି।
ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ରେ କେହି ଫେଲ ହେବେ ନାହିଁ ଥିବା ନିୟମ କୁ ଉଚ୍ଛେଦ କରାଯାଇଛି।
