ନ୍ୟାୟ ଦାବୀରେ ରାୟଗଡା ଶୌଣ୍ଢୀକ ସେବା ସଂଘ ପକ୍ଷରୁ ଶାନ୍ତି ପୂର୍ଣ୍ଣ କ୍ୟାଣ୍ଡଲ ସଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ରାୟଗଡା ଶୌଣ୍ଢୀକ ସେବା ସଂଘ ତରଫରୁ ଶାନ୍ତି ପୂର୍ଣ୍ଣ କେଣ୍ଡେଲ ସଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲ୍ଲା ବନ୍ଧୁଗଁ। ବ୍ଲକ ର ଜାଗଗୁଡା ଗ୍ରାମର ରଚନା ସାହୁର ଗତ 10 ମାସ ହେଲା ବାହା ଘର ହୋଇ ଯୌତୁକ ନିର୍ଯାତନା ସଇଆସୁଥିଲେ ଟଙ୍କା ନ ଦେବାରୁ କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକର ବେହେରାଗୁଡାର ସପରିବାର ଓ ତା ସ୍ୱାମୀ ମିଶି ଜୀବନରେ ମାରିଦେଇଥିଲେ ଏଥିପାଇଁ ରାୟଗଡାର ଶୌଣ୍ଢୀକ ସଂଘ ତରଫରୁ କେଣ୍ଡେଲ ସଭାଯାତ୍ରା ଆୟୋଜନ କରାଯାଇଥିଲା ଏଥିରେ ଭାଗନେଇଥିଲେ, ଗାୟତ୍ରୀ ପରିବାର, ସାଇପ୍ରିୟା ୱାର୍କସ କ୍ଲବ, ସାଇପ୍ରିୟା
ଲେଡିସ ୱାର୍କସ କ୍ଲବ, ରାୟଗଡା ୱାର୍କସ କ୍ଲବ. Gcd ୱାର୍କସ କ୍ଲବ ଝଞ୍ଜାବତୀ ୱାର୍କସ କ୍ଲବ ଆମଳାଭଟା ହନୁମାନ ମନ୍ଦିର କମିଟି ସବ୍ୟମାନେ ଓ କତାପେଟା, ମାଲିଗାଁରୁ ମଧ୍ୟ କେଣ୍ଡେଲ ସଭାଯାତ୍ରା ସମିଳିଥିଲେ ରାୟଗଡାର ଅନ୍ୟାନ୍ୟ ସଂଘଟନ ସାମିଲୀ ଥିଲେ। କେଣ୍ଡେଲ ସଭାଯାତ୍ରା ଗାନ୍ଧୀ ପାର୍କରୁ ସହର ପରିକ୍ରମା କରି ମାଉସୀ ମା ମନ୍ଦିରରୁ ପୁଣି ଗାନ୍ଧୀ ପାର୍କ ଫେରି ଥିଲେ। ଶୌଣ୍ଢୀକ ସଂଘର ସଭାପତି ପଦ୍ମମନ ଚୌଧୁରୀ, ସମ୍ପାଦକ ସୁବାସ ବେହେରା, ଭାସ୍କର ଲବଲା, ବଳରାମ ଚୌଧୁରୀ, ରାଜେନ୍ଦ୍ର କୁ ସାହୁ, ମାଳତି ଚୌଧୁରୀ, ସୁରେଶ ଚୌଧୁରୀ, ଶିକ୍ଷାବିତ ଦୁସମନ୍ତ ମହାନ୍ତି, ସୁଧୀର ମିଶ୍ର, k,s,n, ଶର୍ମା,K, ଅରୁଣାକୁମାରୀ, ଦାଶରଥି ରାଜଗୁରୁ, ମୁରଲୀ ସେନାପତି,ଓ ଅନ୍ୟାନ୍ୟ ସଂଘଟନ ରୁ ସ୍ତ୍ରୀ ପୁରୁଷ ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିବାରୁ, ସଭାପତି ଭାଗ ନେଇଥିବା ସମସ୍ତ ସଂଗଠନ କୃତଜ୍ଞତା ଜଣାଇଥିଲେ ।