ନୂଆପଡା ଜ଼ିଲ୍ଲା (ଓମ୍ ପ୍ରକାଶ ଚୌଧରୀ)ଖରିଆର ଠାରେ ଥିବା ପରୀକ୍ଷିତ ଯୁକ୍ତ ଦୁଇ ବିଜ୍ଞାନ ଘରୋଇ କଲେଜ ଯୁକ୍ତ ଦୁଇ ପରୀକ୍ଷରେ ସତ ପ୍ରତିଶତ ସଫଳତା, ଚଳିତ ଯୁକ୍ତ ଦୁଇ ପରୀକ୍ଷl ରେ ଅଶି ପ୍ରତିଶତ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିବା ବେଳେ କୋଡିଏ ପ୍ରତିଶତ ଦ୍ୱିତୀୟ ଶ୍ରେଣୀ ରେ ଉତୀର୍ଣ୍ଣ ହୋଇଛନ୍ତି, ଏହି ଶତ ପ୍ରତିଶତ ସଫଳତା ପାଇଁ ଟାଇଗର କଲେଜ ର ଡାଇରେକ୍ଟର ସମସ୍ତ ଅଧ୍ୟାପକ କୁ ଶ୍ରେୟ ଦେଉଥିବା ବେଳେ ଛାତ୍ର ଛାତ୍ରୀଙ୍କ ପରିଶ୍ରମ ଫଳରେ ଏପରି ସଫଳତା ହେଲା ବୋଲି ପ୍ରକାଶ କରିଛନ୍ତି,ସୂଚନା ଥାଉକି ଏହି ଛାତ୍ରଛାତ୍ରୀ ମାନେ ମାଟ୍ରିକ ପରୀକ୍ଷା ଠାରୁ ଉର୍ଦ୍ଧ ମାର୍କ ରଖି ପାସ କରିଛନ୍ତିନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ ବିଶ୍ଵବାଣୀ ଲାଇଫ
ନୂଆପଡା ଜ଼ିଲ୍ଲା ଖରିଆର ଠାରେ ଥିବା ପରୀକ୍ଷିତ ଯୁକ୍ତ ଦୁଇ ବିଜ୍ଞାନ ଘରୋଇ କଲେଜ ଯୁକ୍ତ ଦୁଇ ପରୀକ୍ଷରେ ସତ ପ୍ରତିଶତ ସଫଳତା
