*ନୂଆପଡ଼ା ଜିଲ୍ଲା ଖଡିଆଳ କେନ୍ଦ୍ରୀୟ ବିଦ୍ୟାଳୟ କୁ ସଫଲତା, ସିବିଏସଇ ଦଶମ ସ୍କୁଲ ଟପର ଅନ୍ଵେଶ ଠାକୁର ଦ୍ବିତୀୟ ରେ ପ୍ରେମ ସ୍ବରୂପ ସାହୁ* ନୂଆପଡା :୧୪.୦୫.ନୂଆପଡ଼ା ଜିଲ୍ଲା ଖଡିଆଳ କେନ୍ଦ୍ରୀୟ ବିଦ୍ୟାଳୟ କୁ ସଫଲତା ମିଳିଅଛି। ସିବିଏସଇ ସ୍କୁଲ ଟପର ଭାବରେ ଅନ୍ଵେଶ ଠାକୁର ୪୮୯ ମାର୍କ ରଖିଥିବା ବେଳେ ପ୍ରେମ ସ୍ୱରୂପ ସାହୁ ୪୮୭ ମାର୍କ ରଖି ଦ୍ବିତୀୟ ହୋଇଛନ୍ତି। ସ୍କୁଲ ପକ୍ଷ ରୁ କୃତି ଛାତ୍ର ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଜିଲ୍ଲା ର ବିଭିନ୍ନ ମହଲ ରୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି
Related Posts

ଯୁବ ଇଞ୍ଜିନିୟରଙ୍କ ପରଲୋକ, ଗାଁରେ ଶୋକାକୁଳ ପରିବେଶ
*ଯୁବ ଇଞ୍ଜିନିୟରଙ୍କ ପରଲୋକ, ଗାଁରେ ଶୋକାକୁଳ ପରିବେଶ* ନୂଆପଡା 22 5 2024 , (ଓମ୍ ପ୍ରକାଶ ଚୌଧୁରୀ)ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ସାନମହେଶ୍ୱର ପଞ୍ଚାୟତର କୁଲିଗାଁ…

ଭୋଟ ବର୍ଜନ ନିଷ୍ପତ୍ତିରୁ ଓହରିଲେ ଚାଷୀ
ଭୋଟ ବର୍ଜନ ନିଷ୍ପତ୍ତିରୁ ଓହରିଲେ ଚାଷୀ ନୂଆପାଡ଼ ଜିଲ୍ଲା ଖଡ଼ିଆଳ ଠାରେ ଅଣ ଜଳସେଚିତ ଅଞ୍ଚଳ କ୍ରିୟାନୁଷ୍ଠାନ କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଏନେଇ…

କ୍ରୀଡା ଶିକ୍ଷୟକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
*କ୍ରୀଡା ଶିକ୍ଷୟକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା* ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ପଂଚାୟତ ହାଇସ୍କୁଲ ଲୋହରାପାଲି ଠାରେ ଖଡ଼ିଆଳ ବ୍ଲକ କ୍ରୀଡା ଖେଳ ଶିକ୍ଷକ ସଂଗଠନ ତରଫରୁ…