ନୂଆଗଡ଼ ବ୍ଲକ ରେ ୭୮ ତମ ସ୍ବାଧୀନତା ଦିବସ ବିଭିନ୍ନ ସ୍ଥାନରେ ପାଳନ ହୋଇଛି।

ନୂଆଗଡ଼ ବ୍ଲକ ରେ ୭୮ ତମ ସ୍ବାଧୀନତା ଦିବସ ବିଭିନ୍ନ ସ୍ଥାନରେ ପାଳନ ହୋଇଛି।

ଆର,ଉଦୟଗିରି(ମନୋଜ କୁମାର ପାଢୀ):-> ଅନ୍ତର୍ଗତ ନୂଆଗଡ ବ୍ଲକ ଠାରେ ବିଭିନ୍ନ ସ୍ଥାନ ରେ 78ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ଝାଳରସିଂ ସ୍କଲ ଠାରେ ବଡ ଆଡମ୍ବର ସହିତ ସ୍ୱାଧୀନତା ଦିବସ କରାଯାଇଛି। ସ୍କଲ ଛାତ୍ର ଛାତ୍ରୀ ତୀରଙ୍ଗା ପତାକା ଧରି ଝାଳରସିଂ ଠାରୁ ବଡ଼ପଦା ଓ ଖଜୁରୀପଦା ନଗର ପରିକ୍ରମା କରି ଭାରତ ମାତା କି ଜୟ ସ୍ଲୋଗାନ ଦେଇ ଏବଂ ଜାତୀୟ ସଙ୍ଗୀତ ଗାଇ । ନଗର ପରିକ୍ରମା କରିଥିଲେ। ଏବଂ ବିଦ୍ୟାଳୟ କୁ ଫେରିଥିଲେ। ବିଦ୍ୟାଳୟ ରେ ଜାତୀୟ ପତାକା ଉତ୍ତଳନ ବିଦ୍ୟାଳୟ ସଭାପତି ଶ୍ରୀ. ଯୋଗ୍ୟବନ୍ତ ପରିଛା ପତାକା ଉତଳନ କରିଥିଲେ। ଏବଂ ବିଦ୍ୟାଳୟ ର ପଧାନ ଶିକ୍ଷକ ଶ୍ରୀ. ଗୋପାଳ ଚନ୍ଦ୍ର ନାୟକ ଅବିଭାଷଣ ଦେଇଥିଲେ । ଏବଂ ଶିକ୍ଷକ ଶ୍ରୀ,ତ୍ରିନାଥ ଦଳପତି,ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାଧୀନତା ଦିବସ ସ୍ୱରାନର୍ଥେ ବିଭିନ୍ନ ନୃତ୍ୟ ଏବଂ ଅଭିନୟ ଶିକ୍ଷା ଦାନ କରିଥିଲେ ।ଏବଂ ଛାତ୍ର ଛାତ୍ରୀ ମାନେ ବୋହୁ ଆଡମ୍ବର ସହ ନୃତ୍ୟ ଏବଂ ଅବିନୟ ପଦର୍ଶନ କରିଥିଲେ। ଏହା ଦେଖି ଦର୍ଶକ ବହୁତ ଆନଦ ଉଲ୍ଲାସ ଅନୁଭବ କରିଥିଲେ। ଏହି ଅଭିନୟ ଓ ନୃତ୍ୟ ରେ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଶିକ୍ଷତ୍ରୀ ଶ୍ରୀମତୀ କୁନି ନାୟକ , ଶିକ୍ଷକ ଶ୍ରୀ ପ୍ରଣୀତ ଲିମା , ଶିକ୍ଷକ ଶ୍ରୀ ଆର୍ତତ୍ରାଣ ବେହେରା , ଶିକ୍ଷକ ଶ୍ରୀ ରତ୍ନାକର ରଇତ , ଶିକ୍ଷକ ଶ୍ରୀ ସୁଶାନ୍ତ କୁମାର ଗୌଡ଼ , ଶିକ୍ଷତ୍ରୀ ଶ୍ରୀମତୀ ଗାୟତ୍ରୀ ପାଣିଗ୍ରାହୀ , ଶିକ୍ଷତ୍ରୀ ଶ୍ରୀମତୀ ଅମିତା ରଇତ , ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହ କରିଥିଲେ । ଶିକ୍ଷକ ଶ୍ରୀ ରତ୍ନାକର ରଇତ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରାଯାଇଥିଲା । ସେହିପରି ଖଜୁରୀପଦା ପୋଲିସ ଫାଣ୍ଡି ଠାରେ ସ୍ୱାଧୀନତା ଦିବସ ଅବସର ରେ ପେରେଡ ମାଧ୍ୟମରେ ସ୍ୱାଧୀନତା ଦିବସ ପାଳନ କରାଯାଇଅଛି ।ଜାତୀୟ ପତାକା A. S. I ପ୍ରଫୁଲ୍ଲ କୁମାର ଜାଗାରାଙ୍ଗା ତ୍ରିରଙ୍ଗା ପତାକା ଉତ୍ତଳନ କରିଥିଲେ ଏବଂ ଅବିଭାଷଣ ଦେଇଥିଲେ। ସେହିପରି ନୂଆଗଡ ବ୍ଲକ ରେ ସ୍ୱାଧୀନତା ଦିବସ ଅବସରରେ ବିଡ଼ିଓ ଶ୍ରୀ ଲୋକନାଥ ଶବର ଙ୍କ ନେତୃତ୍ବରେ ତୀରଙ୍ଗା ପତାକା ଉତଳନ କରି ଅଭିଭାଷଣ ଦେଇଥିଲେ । ସେହିପରି ବଡ଼ପଦା ଡିପାଉଲ ଇଂରାଜୀ ବିଦ୍ୟାଳୟ ଏବଂ ସେଣ୍ଡ ମେରୀ ବିଦ୍ୟାଳୟ ଠାରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ନୃତ୍ୟ ଏବଂ ଅଭିନୟ କରି 78ତମ ସ୍ୱାଧୀନତା ର ଆନନ୍ଦ ଉଲ୍ଲାସ ଅନୁଭବ ମନେକରିଥିଲେ ।

Leave a Reply

Your email address will not be published. Required fields are marked *