ନୁଣ୍ଡରୁଗୁଡା ବିଦ୍ୟାଳୟ ରେ ସ୍ୱାଗତ ଓ ବିଧାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ । ଆର, ଉଦୟଗିରି, (ମନୋଜ କୁମାର ପାଢୀ):ଗଜପତି ଜିଲ୍ଲା ମୋହନା ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ର ପିଣ୍ଡିକି କ୍ଲୋଷ୍ଟର ର ନୁଣ୍ଡରୁଗୁଡା ବିଦ୍ୟାଳୟ ପରିଶ୍ୱର ରେ ନୂତନ ସିଆରସିସି ସିମାଞ୍ଚଳ କାର୍ଜୀ ଙ୍କୁ ସ୍ୱାଗତ କରାଯଇଛି ପୁଷ୍ପ ଗଛ ଦେଇ ପୂର୍ବରୁ ଥିବା ସିଆରସିସି ଜୟମ୍ବର ନାୟକ ଙ୍କୁ ବିଦାୟ ସମ୍ବର୍ଦ୍ଧନା କରାଯଇଥିଲା ପୁଷ୍ପ ଗଛ ଦେଇ ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ ଶିକ୍ଷା ଅଧିକାରୀ ନରେନ୍ଦ୍ର ବେହେରା ବରିଷ୍ଠ ଶିକ୍ଷକ ଶଙ୍କର ପଣ୍ଡା କିରାଣୀ ବିଶ୍ୱ ରଞ୍ଜନ ପ୍ରଧାନ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ନୁଣ୍ଡରୁଗୁଡା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସତ୍ୟ ନାରୟଣ ସାହୁ କାର୍ଯ୍ୟକ୍ରମ ରେ କ୍ଲୋଷ୍ଟର ର ସମସ୍ତ ଶିକ୍ଷକ ଉପସ୍ଥିତ ରହିଥିଲେ ବିଦ୍ୟାଳୟ ଗୁଡିକୁ ର ଉର୍ନ୍ନତି କରଣ କରିବା ସହ ଛାତ୍ର ଛାତ୍ରୀ ଙ୍କୁ ବିଦ୍ୟାଳୟ ମୁଆଁ କରିବା ମୁଖ୍ୟ ଲକ୍ଷ୍ୟ ଥିଲା ଜୟମ୍ବର ନାୟକ ଙ୍କ ର ବୋଲି ବ୍ଲକ ଶିକ୍ଷା ଅଧିକାରୀ କହିଥିଲେ ।
Related Posts

ଜରଉ ପଞ୍ଚାୟତ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ।
ଜରଉ ପଞ୍ଚାୟତ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି । ଆର, ଉଦୟଗିରି(ମନୋଜ କୁମାର ପାଢୀ/ ୧୫/୭/ ଗଜପତି ଜିଲ୍ଲା ମୋହନା ବ୍ଲକର ଜରଉ ଗ୍ରାମ ପଞ୍ଚାୟତ…

ବିଦ୍ୟୁତ ଆଘାତରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଅଭିଯୋଗ
*ବିଦ୍ୟୁତ ଆଘାତରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଅଭିଯୋଗ* ନୂଆପଡା (ଓମ୍ ପ୍ରକାଶ ଚୌଧୁରୀ)ଜିଲ୍ଲା ଖଡ଼ିଆଳ ବ୍ଲକ ରାଣୀମୁଣ୍ଡା ଗ୍ରାମର ଦାଦନ ଶ୍ରମିକ ଭଗତ ମାଝୀ (୨୭) ଙ୍କର…

Koraput’s Finest: Mani & Sebati Bring Tribal Weaving Traditions to Delhi
New delhi:”Empowering Tribal Artisans: Mani Kirsani and Sebati Sisha, two talented tribal women from the Gadaba community of Koraput, Odisha,…