ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନ ପାୱାର ପ୍ଲାଣ୍ଟ ଜୀମ ଠାରେ ଚତୁର୍ଥ ଦିନରେ ୩୨ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।
ବରଗଡ ୪,୧-(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ସ୍ଥିତ ପାୱାର ପ୍ଲାଣ୍ଟ ଜୀମ ଠାରେ ନିଷ୍ଠା ପରିବାର ଦ୍ଵାରା ଆୟୋଜିତ ରେଡ ଡ୍ରପ ମାରାଥନ ର ଚତୁର୍ଥ ଦିନ ର ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ପାୱାର ପ୍ଲାଣ୍ଟ ଜୀମ ର ସହଯୋଗ ରେ ଅନୁଷ୍ଠିତ ହୋଇଥିଲା।ଏହି ଶିବିରକୁ ପାୱାର ପ୍ଲାଣ୍ଟ ଜୀମ ର ମାଲିକ ଶ୍ରୀ ବଇ ଲୋଚନ ପ୍ରଧାନ ତାଙ୍କ ଧର୍ମ ପତ୍ନୀ ଜ୍ୟୋସ୍ନା ରାଣୀ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ।ଏହି ଶିବିର ରୁ ବରଗଡ଼ ରକ୍ତ ଦ୍ଵାରା ସର୍ବମୋଟ ୩୨ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ପାୱାର ପ୍ଲାଣ୍ଟ ଜିମ ର କର୍ମକର୍ତ୍ତା ଓ ନିଷ୍ଠା ପରିବାର ର ସମସ୍ତ ସଦସ୍ୟ ସଦସ୍ୟା ଶିବିର ର ସୁପରିଚାଳନା କରିଥିଲେ। ନିଷ୍ଠା ପରିବାର ତରଫ ରୁ ପାୱାର ପ୍ଲାଣ୍ଟ ଜିମ୍ ର ସମସ୍ତ ଙ୍କୁ ହୃଦୟ ରୁ ଧନ୍ୟବାଦ।


