ନିଜକୁ ଲେବର ଅଫିସରର ପରିଚୟ ଦେଉଥିଲେ। ଆଉ ଲେବର କାର୍ଡ କରାଇ ଦେବାକୁ କହି କାହାଠାରୁ ୧୦୦୦ ଟଙ୍କା ତ ଆଉ କାହାପାଖାରୁ ୨୦୦୦ ଟଙ୍କା ଲେଖାଏଁ ଆଦାୟ କରୁଥିଲେ। ପରବର୍ତ୍ତୀ ସମୟରେ ଲୋକଙ୍କୁ ନକଲି ଲେବର କାର୍ଡ ଦେଉଥିଲେ। ଏପରି ଅଭିଯୋଗ ବଲାଙ୍ଗିର ଜିଲ୍ଲାରେ ଘଟିଛି।
Related Posts
ରସୁଲଗଡ଼ ଓଭର ବ୍ରିଜ ନିକଟରେ ସହଦେବ ସାହୁ ହତ୍ୟା ଘଟଣାରେ ତିନି ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଭୁବନେଶ୍ଵର:ରସୁଲଗଡ଼ ଓଭର ବ୍ରିଜ ନିକଟରେ ସହଦେବ ସାହୁ ହତ୍ୟା ଘଟଣାରେ ତିନି ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସର ସ୍ଵତନ୍ତ୍ର ଟିମ୍। ଜଣେ ମହିଳା ମଧ୍ୟ…
ମୁଖ୍ୟମନ୍ତ୍ରୀମୋହନ ଚରଣ ମାଝୀ ଙ୍କ ଜନ୍ମଦିବସ ରେ କୋଣ୍ଡା ବାବୁ ସ୍ୱାଗତ ସମ୍ବର୍ଦ୍ଧନା
ମୁଖ୍ୟମନ୍ତ୍ରୀମୋହନ ଚରଣ ମାଝୀ ଙ୍କ ଜନ୍ମଦିବସ ରେ କୋଣ୍ଡା ବାବୁ ସ୍ୱାଗତ ସମ୍ବର୍ଦ୍ଧନା ରାୟଗଡା : ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ…
ଆଦିବାସୀ ମହିଳାଙ୍କ ରୋଜଗାରର ମାଧ୍ୟମ ସାଜିଛି ଛେଳିଚାଷ l
-ଆଦିବାସୀ ମହିଳାଙ୍କ ରୋଜଗାରର ମାଧ୍ୟମ ସାଜିଛି ଛେଳିଚାଷ l ଆର, ଉଦୟଗିରି(ମନୋଜ କୁମାର ପାଢୀ) – ଗଜପତି ଜିଲ୍ଲାର ଆଦିବାସୀ ମହିଳାମାନେ କୌଣସି ରୋଜଗାର ନପାଇ ସାଧାରଣତଃ…