ସୁନାବେଡ଼ା: ଭାରତୀୟ ମୂର୍ତ୍ତିକା ଜଳ ସଂରକ୍ଷଣ ଅନୁସଂଧାନ କେନ୍ଦ୍ର ICAR ତରଫରୁ ନାରାୟଣ ପାଟଣା ବ୍ଲକ। ଗାଁ ମଝି ଆମ୍ଭ ଏକ ହଜାର ମିଟର ଉଚ୍ଚତା ପାହାଡ଼ ଉପରେ ଅବସ୍ଥିତ. ଏବଂ ସେହି ଗ୍ରାମରେ ଜିଲ୍ଲା ପ୍ରଶାସନ ର ଅନୁରୋଧ କ୍ରମେ ଅଢେଇ କିଲୋମିଟର ଦୂରରେ ଥିବା ଝରଣା ପାଣିକୁ ଆଣି ଲୋକମାନଙ୍କ ଜମି ରେ ଆଣି ପହଞ୍ଚନ୍ତି । କାର୍ଯ୍ୟକ୍ରମ ଟି, ଡ଼ ମଧୁ କେନ୍ଦ୍ରା ଦକ୍ଷ୍ୟ ତତ୍ୱାଭ ଧାନ ରେ ହେଇ ଥିଲା. ଏହି କାର୍ଯ୍ୟକ୍ରମ ରେ , ଶ୍ରୀ ଗଲେକ ବିହାରୀ ନାୟକ ଏବଂ ଶ୍ରୀ ସୁନାଧର କିଣ୍ଡାଲ, ପ୍ରଚେଷ୍ଟା ବଳରେ ସମ୍ପନ୍ନ ହୋଇଥିଲା. ଏହା ଦ୍ୱାରା ସେହି ଗ୍ରାମର 60 ଗୋଟି ପରିବାର ଉପକୃତ ହେବା ସହ 60 ହେକ୍ଟର ଜମିରେ ପାଣି ସଚିତ ହୋଇପାରିଛି. ଆଜି ସେଇ ଅଞ୍ଚଳ ରେ ବୈଜ୍ଞାନିକ ଡ଼ ସୌଭାଗ୍ୟ କୁମାର ସାମଲ ପରିଦର୍ଶନ କରି ନିଜ ମତ ରଖିଥିଲେ. ଯେଉଁ କାମ ରାଜ୍ୟ ସରକାର ଜଳ ଯୋଗାଣ କରିପାରିନି ସେଇଠି icar କାର୍ଯ୍ୟକ୍ରମ କରିଥିବା ନେଇ ମଝିଆମ୍ବ ଗ୍ରାମବାସୀ ଧନ୍ୟବାଦ ଜଣାଇଛନ୍ତି.
କୋରାପୁଟ ରୁ ଭେଙ୍କାଟେସ ରାଓ Information media.