ନଭେମ୍ବର ୨୬ରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଭୁବନେଶ୍ୱର: ନଭେମ୍ବର ୨୬ରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ। ବିଧାନସଭା ସଚିବାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଥମ ଦିନରେ ୨୬ ଅତିରିକ୍ତ ବଜେଟ ଅପସ୍ଥାପାନ ହେବ। ନଭେମ୍ବର ୨୬ରୁ ଆରମ୍ଭ ହେଉଥିବା ଶୀତ ଅଧିବେଶନ ଡିସେମ୍ବର ୩୧ ଯାଏ ଚାଲିବ । ଶୀତକାଳୀନ ଅଧିବେଶନର ୩୦ ଦିନ କାର୍ଯ୍ୟଦିବସ ରହିଛି ।
Related Posts

ପ୍ରଥମ ଦିନରେ ମୋହନ ଚରଣ ମାଝୀଙ୍କ ସରକାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି।
ଭୁବନେଶ୍ବର: ସପ୍ତଦଶ ବିଧାନସଭାର ଦ୍ବିତୀୟ ଅଧିବେଶନ ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି। ଏହି ଶୀତ ଅଧିବେଶନ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ପ୍ରଥମ ଦିନରେ…

ନାଟକ ରେ ଗଣ୍ଡଗୋଳ, ଜଣେ ଗୁରୁତର।
ନାଟକ ରେ ଗଣ୍ଡଗୋଳ, ଜଣେ ଗୁରୁତର। କୁକୁଡାଖଣ୍ଡି (ଇପିଲି ପୂର୍ଣ୍ଣଚନ୍ଦ୍ର)::-ସଦର ଥାନା ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମରେ ଗ୍ରାମଦେବୀଙ୍କ ପ୍ରତିଷ୍ଠା ଉତ୍ସବ ରେ ପୌରାଣିକ ନାଟକ ଅନୁଷ୍ଠିତ ହୋଇଥିଲା।…

ମୋହନା କୋର୍ଟରେ ବିଜୟ ପରେ ନିଜର ପ୍ରତିକ୍ରିୟା ରଖିଲେ ଜୟନ୍ତୀ ପଟ୍ଟନାୟକ
ମୋହନା କୋର୍ଟରେ ବିଜୟ ପରେ ନିଜର ପ୍ରତିକ୍ରିୟା ରଖିଲେ ଜୟନ୍ତୀ ପଟ୍ଟନାୟକ ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲାରେ ୨୦୨୨ରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ମୋହନା ପଞ୍ଚାୟତର…