ନନ୍ଦପୁର ବ୍ଲକ ପାଡୁଆ ପୁଲିସକୁ ମିଳିଛି ବଡ଼ ସଫଳତା। ଗାଡ଼ିରେ ଚାଲାଣ ବେଳେ ବିପୁଳ ମାତ୍ରାରେ ଗଞ୍ଜେଇ ଜବତ କରାଯିବା ସହ ୨ ଜଣଙ୍କୁ ଗିରଫ କରିଛି ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ ବୋରିଗୁମ୍ମା ଥାନା ପର୍ଲି ଗ୍ରାମରର ସୁଦର୍ଶନ ଦାସ (୪୨) ଓ ନନ୍ଦପୁର ବ୍ଲକ ଅଣ୍ଟବିର ଗ୍ରାମର ବିକ୍ରମ କିର୍ଷାନୀ(୧୯)।
Related Posts

ପିକଅପ୍ ଗାଡ଼ି ଧକ୍କାରେ ଯୁବକ ମୃତ।
ପିକଅପ୍ ଗାଡ଼ି ଧକ୍କାରେ ଯୁବକ ମୃତ।ଗଞ୍ଜାମ:ଦିଗପହଣ୍ଡି ସହର ଉପକଣ୍ଠ ଥାନା ନିକଟସ୍ଥ ହନୁମାନ ବାଟିକା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସଦର ଥାନା ଅର୍ନ୍ତଗତ ହୁଗୁଳାପଟା…

ଆର ଆଇ ଓ ଅମିନ ପରୀକ୍ଷା ଚାଲିଥିବା କେନ୍ଦ୍ର ରେ ପୋଲିସ କରିଥିଲା ଚଢାଉ।
ବୌଦ୍ଧ, ୪/୧୦ information media (ଉଗ୍ରସେନ କର୍ମୀ): ଆର ଆଇ ଓ ଅମିନ ପରୀକ୍ଷା ଚାଲିଥିବା କେନ୍ଦ୍ର ରେ ପୋଲିସ କରିଥିଲା ଚଢାଉ। ବୌଦ୍ଧ ଜିଲ୍ଲା ମନମୁଣ୍ଡା…

ମିସ୍ ଟିନ୍ ୟୁନିଭର୍ସ ୨୦୨୪ ମୁକୁଟ ହାତେଇଲେ କିଟ୍ ଛାତ୍ରୀ ତ୍ରିଷ୍ଣା ରାୟ
ଭୁବନେଶ୍ଵର:ମିସ୍ ଟିନ୍ ୟୁନିଭର୍ସ ୨୦୨୪ : ମୁକୁଟ ହାତେଇଲେ କିଟ୍ ଛାତ୍ରୀ ତ୍ରିଷ୍ଣା ରାୟ ଦକ୍ଷିଣ ଆଫ୍ରିକାରେ ମିସ୍ ଟିନ୍ ୟୁନିଭର୍ସ ୨୦୨୪ ସୁନ୍ଦରୀ ପ୍ରତିଯୋଗିତାରେ କିଟ୍…