ନନ୍ଦନକାନନରେ ଛୁଆ ହାତୀର ମୃତ୍ୟୁ
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରେ ଥିବା ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଛୁଆ ହାତୀର ମୃତ୍ୟୁ ହୋଇଛି।ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ଉଦ୍ଧାର ହୋଇଥିଲା ହାତୀ ଛୁଆ। ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ।ହାତୀର ବୟସ ୫ରୁ ୬ ବର୍ଷ ବୋଲି ଜଣାପଡ଼ିଛି।
The Information Media (ସୂଚନା ଏବଂ ସମ୍ବାଦ)
Vasundhara Information and Media Group