ନଦୀରେ ନିଖୋଜ ରହିଥିବା ଯୁବକଙ୍କ ମୃତଦେହ ୪ ଦିନ ପରେ ଉଦ୍ଧାର ହୋଇଛି।

କେରାଣ୍ଡି ନଦୀରେ ନିଖୋଜ ରହିଥିବା ଯୁବକଙ୍କ ମୃତଦେହ ୪ ଦିନ ପରେ ଉଦ୍ଧାର ହୋଇଛି।

ସୁନାବେଡ଼ା:ସୁନାବେଡ଼ା ଏରୋନଟିକ୍ସ କଲେଜରେ ପଢ଼ୁବା ପାପନା ଖୁଲ ନାମକ ଯୁବକଙ୍କ ମଟରସାଇକେଲ ଓ ଶୀତ ପୋଷାକ କେରାଣ୍ଡି ନଦୀର ବ୍ରିଜ ଉପରେ ଗତ ୪ ଦିନ ତଳେ ମିଳିଥିଲା । ସେ ସ ନଦୀକୁ ଡ଼େଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଇଥିଲା | ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ପହଞ୍ଚି ସୋମବାରଠାରୁ ନ‌ଦୀରେ ଅନୁସନ୍ଧାନ ଜାରି ରଖିଥିଲେ | ଗୁରୁବାର ର ସକାଳେ ଯୁବକର ଶବ ଭାସୁଥିବାର ଦେଖିବାକୁ ମିଳିବା ପରେ ଶବକୁ ଉଦ୍ଧାର କରାଯାଇଛି ।

Leave a Reply

Your email address will not be published. Required fields are marked *