ଗଞ୍ଜାମ:ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରବୀଣ ପ୍ରଧାନ ଙ୍କ ନିର୍ଦେଶରେ ଅବକାରୀ ଅଧିକାରୀ ସ୍ବାଧୀନ ସାହୁଙ୍କ ନେତୃତ୍ଵରେ ଏକ ଟିମ୍ ହିଞ୍ଜିଳି ବସଷ୍ଟାଣ୍ଡ ରେ ଛକି ରହି ହିଞ୍ଜିଳି ରୁ ପୁରୁଷୋତ୍ତମ ପୁର ଅଞ୍ଚଳ ନକଲି ବିଦେଶୀ ମଦ ଚାଲାଣ ବେଳେ ସୁର୍ଯ୍ୟ ନାରାୟଣ ପାତ ନାମକ ଜଣେ ଯୁବକ କୁ ଜେରା କରି ତାଠାରୁ ୧୭ ଲିଟର ରୁ ଅଧିକ ବିଭିନ୍ନ କମ୍ପାନୀର ନକଲି ବିଦେଶୀ ମଦ ଜବତ କରିଛନ୍ତି ଓ ମାମଲା ନଂ ୭୩/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି। ଆଜକୁ ବହୁତ ଦିନ ହେଲା ଏହି ମଦ ବ୍ୟବସାୟ କରୁଥିବା ସୁର୍ଯ୍ୟ ସ୍ବୀକାର କରିଛି ଓ ବ୍ରହ୍ମପୁର ସହରରୁ କଞ୍ଚାମାଲ ଆଣି ନିଜେ ନକଲି ବିଦେଶୀ ମଦ ପ୍ରସ୍ତୁତି କରି ବିଭିନ୍ନ ସ୍ଥାନକୁ ଚାଲାଣ କରୁଛି ବୋଲି ନିଜ ବିବୃତିରେ କହିଛି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!
Related Posts

ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ।
ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର । ଗଜପତି, ଆଜି ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର (ନିଶାନ ଶାଲୋମ ଚିଲ୍ଡ୍ରେନ ହୋମ) ରଣିପେଟାଠାରେ…

ଶଙ୍କରାଖୋଲ ବାଳିକା ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉଦଯାପିତ
ଶଙ୍କରାଖୋଲ ବାଳିକା ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉଦଯାପିତ… କନ୍ଧମାଳ : (ରିପୋର୍ଟ କୁନା ଦିଗାଲ )ଚକାପାଦ ବ୍ଲକ ଶଙ୍କରାଖୋଲ ରେ ଥିବା ସରକାରୀ ଉଚ୍ଚ ବାଳିକା…

ପ୍ରଶାସନର ପ୍ରତିଶ୍ରୃତି ମିଳିବା ପରେ ଆନ୍ଦୋଳନରୁ ଉଠିଲେ ଗ୍ରାମବାସୀ
ପ୍ରଶାସନର ପ୍ରତିଶ୍ରୃତି ମିଳିବା ପରେ ଆନ୍ଦୋଳନରୁ ଉଠିଲେ ଗ୍ରାମବାସୀ ରାୟଗଡା(୮/୨/୨୫) ଜିଲା କାଶୀପୁର ବ୍ଲକ ଗୋରଖପୁର ପଞ୍ଚାୟତ କାହ୍ନୁଗୁଡା ଗ୍ରାମବାସୀ ବକେୟା ପିଡିଏସ ମାଣ୍ଡିଆ ଦାବିରେ ଗତ…