ବନ ବିଭାଗ ସହାୟତାରେ ପୁଲିସ୍ ରାତି ୧୨ଟାରେ ୫ ସାଙ୍ଗଙ୍କୁ ଘଞ୍ଚ ଜଙ୍ଗଲରୁ ସୁରକ୍ଷିତ ଉଦ୍ଧାର କରିଛି। ଜଙ୍ଗଲରେ ସିନା ୫ ସାଙ୍ଗଙ୍କ ଜୀବନ ବଞ୍ଚି ଯାଇଛି, ହେଲେ ଗୁଗୁଲ ମ୍ୟାପ୍କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ସପ୍ତଶଯ୍ୟାରେ ବାଟବଣା କରିଦେଲା ଗୁଗୁଲ୍ ମ୍ୟାପ୍। ଯେଉଁଥିପାଇଁ ଘଞ୍ଚ ଜଙ୍ଗଲରେ ଘୂରି ବୁଲିଲେ ୫ ସାଙ୍ଗ। ସକାଳ ଯାଇ ଦିନ ଗଲା। ତା’ପରେ ରାତି ଆସିଲା। ହେଲେ ଫେରିବାର ରାସ୍ତା ପାଇଲେ ନାହିଁ। ଶେଷରେ ଢେଙ୍କାନାଳ ପୁଲିସ୍ର ସହାୟତା ମାଗିଲେ।
Related Posts

ବଲାଙ୍ଗୀରରେ ୧୩ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ
ବଲାଙ୍ଗୀରରେ ୧୩ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲାରେ ପିକଅପ୍ ଭ୍ୟାନ୍ରୁ ୧୩ କ୍ୱିଣ୍ଟାଲ୍ରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି।ଟଲିଆଲିଟି ଗାଁ ନିକଟରେ ଚଢ଼ାଉ କରି…

ଶ୍ରୀମନ୍ଦିର ମହାପ୍ରସାଦରେ ଜୈବିକ ଚାଉଳର ବ୍ୟବହାର ନେଇ ପରାମର୍ଶ ବୈଠକ
ଶ୍ରୀମନ୍ଦିର ମହାପ୍ରସାଦରେ ଜୈବିକ ଚାଉଳର ବ୍ୟବହାର ନେଇ ପରାମର୍ଶ ବୈଠକ ଭୁବନେଶ୍ୱର: ଶ୍ରୀମହାପ୍ରସାଦ ପ୍ରସ୍ତୁତିରେ ଜୈବିକ ଚାଉଳର ବ୍ୟବହାର ନେଇ ଏକ ପରାମର୍ଶ ବୈଠକ କୃଷି ଭବନ…

ପୁଣି ବାଘ ଆତଙ୍କ, ପାଦ ଚିହ୍ନ ଦେଖି ଗ୍ରାମବାସୀ ଆତଙ୍କିତ।
ପୁଣି ବାଘ ଆତଙ୍କ, ପାଦ ଚିହ୍ନ ଦେଖି ଗ୍ରାମବାସୀ ଆତଙ୍କିତ। ଆର,ଉଦୟଗିରି :24/11(ମନୋଜ କୁମାର ପାଢୀ)ପୁଣି ବାଘ ଆତଙ୍କ, ଗାଁ ନିକଟସ୍ଥ ଘାଟି ରାସ୍ତାରେ ବାଘର ପାଦ…