ଭୁବନେଶ୍ଵର; ଡିସିପି କହିଛନ୍ତି ଯେ ଦେହରେ ଟାଟୁ କଲେ ଓଡିଶା ପୁଲିସର ସମ୍ମାନ ହାନି ହେଉଛି। ଯଦି କେହି ଟାଟୁ ନ ଲିଭାନ୍ତି, ତେବେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ୍ ଏଭଳି ନିର୍ଦେଶନାମା ଜାରି କରିଛି ।ଏଣିକି ଆଉ ଦେହରେ ଟାଟୁ କରିପାରିବେନି ପୁଲିସ ଅଧିକାରୀ। ଟାଟୁ କରିଥିବା ପୁଲିସ କର୍ମଚାରୀଙ୍କୁ କଡା ନିର୍ଦେଶ ରହିଛି । ଦେହରେ ଟାଟୁ ଥିଲେ ୧୫ଦିନ ମଧ୍ୟରେ ତୁରନ୍ତ ଲିଭାଇବାକୁ ନିର୍ଦେଶ ରହିଛି। ୟୁନିଫର୍ମ ବାହାରେ ଟାଟୁ ଦେଖାଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ସ୍ପେଶାଲ ସିକ୍ୟୁରିଟି ବାଟାଲିୟନରେ କାର୍ଯ୍ୟରତ ସିପାହୀଙ୍କୁ ନିର୍ଦେଶ ରହିଛି ।
Related Posts

ପାରଳାଖେମୁଣ୍ଡି ରେ ଜମିବାରେ ଲାଗିଛି ତରଭୁଜ ବେପାର ।
ପାରଳାଖେମୁଣ୍ଡି ରେ ଜମିବାରେ ଲାଗିଛି ତରଭୁଜ ବେପାର । ଆର,ଉଦୟଗିରି ( ମନୋଜ କୁମାର ପାଢୀ : ତରଭୁଜ ଖାଇ ତୃଷାର୍ତ୍ତ ତୃଷା ନିବାରଣ କରୁଛନ୍ତି ।…

ଟାଟା କମ୍ପାନୀ ସ୍ୱାର୍ଥରେ ପ୍ରସ୍ତାବିତ ପିପଳପଙ୍କା ଡ୍ୟାମ ବିରୁଦ୍ଧରେ ପ୍ରତିବାଦ ସୋରଡ଼ା
ଟାଟା କମ୍ପାନୀ ସ୍ୱାର୍ଥରେ ପ୍ରସ୍ତାବିତ ପିପଳପଙ୍କା ଡ୍ୟାମ ବିରୁଦ୍ଧରେ ପ୍ରତିବାଦ ସୋରଡ଼ା ,ଆଜି ତା. ୫. ୯.୨୦୨୪ ରିଖ ଚାଷୀ ମୁଲିଆ ସଂଘ, ଓଡିଶା ଅଲ ଇଣ୍ଡିଆ…

ବିଦ୍ୟାଳୟ ପରିଚାଳନା କମିଟି ଗଠନ।
ବିଦ୍ୟାଳୟ ପରିଚାଳନା କମିଟି ଗଠନ। ଗଞ୍ଜାମ:ଗିରି ରୋଡ୍ ସ୍ଥିତ ଭି.ଭି ଗିରି ସରକାରୀ ମହିଳା ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଚାନ୍ଦିନୀ ପଣ୍ଡାଙ୍କ…