ଉତ୍ତର ପ୍ରଦେଶର ବାଗପତରେ ରହୁଥିବା ଜିତେନ୍ଦ୍ର ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ଦେଶର ରାଜଧାନୀ ଦିଲ୍ଲୀରେ ଥିବା ସଂସଦ ନିକଟରେ ଜଣେ ବ୍ୟକ୍ତି ଆତ୍ମାହୁତି ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିନ୍ତୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି।
Related Posts

ଓଡ଼ିଶାରେ ବଦଳିବ ସରକାରୀ କୋଠାର ରଙ୍ଗ
ଓଡ଼ିଶାରେ ବଦଳିବ ସରକାରୀ କୋଠାର ରଙ୍ଗ ଭୁବନେଶ୍ୱର: ଓଡ଼ିଶାରେ ବଦଳିବ ସରକାରୀ କୋଠାର ରଙ୍ଗ।ବାହାର କାନ୍ଥର ରଙ୍ଗ କମଳା ଏବଂ ବର୍ଡର ଲାଲ୍ ରହିବ।ସବୁ ସରକାରୀ କୋଠାର…

ଦୁର୍ବଳ ହେଲା ରେମାଲ
ଦୁର୍ବଳ ହେଲା ରେମାଲ; ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ଭୁବନେଶ୍ୱର: ( ଅଭିଷେକ ମହାନ୍ତି)ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହେଲା ‘ରେମାଲ’।ଗତ ରାତି ପ୍ରାୟ ୧୦:୩୦ ରେ ଆରମ୍ଭ…

ଜୁଲାଇ ୧୪ ରୁ ଓଡ଼ିଶାରେ ବଢ଼ିବ ବର୍ଷାର ପରିମାଣ
ଜୁଲାଇ ୧୪ ରୁ ଓଡ଼ିଶାରେ ବଢ଼ିବ ବର୍ଷାର ପରିମାଣ ଭୁବନେଶ୍ୱର: ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି।ଜୁଲାଇ ୧୪ ତାରିଖରୁ ଓଡ଼ିଶାରେ ପୁଣି…