ଭୁବନେଶ୍ୱର :ଓଡ଼ିଶା ପୁଲିସକୁ ମିଳିଛି ବଡ଼ ସଫଳତା। ୩ ଦୁର୍ଦ୍ଦାନ୍ତ ମହିଳା ନକ୍ସଲଙ୍କୁ କରିଛି ଗିରଫ। ସେମାନଙ୍କ ମଧ୍ୟରୁ ଜଣେ ଏସିଏମ୍ ରାଙ୍କର। ସେହିପରି ଏହି ୩ ଜଣଙ୍କ ମୁଣ୍ଡ ଉପରେ ଥିଲା ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି।
Related Posts

ନୂତନ ଜାତୀୟ ଶିକ୍ଷା ନୀତି ପାଇଁ ଆସିଲା ଗାଇଡଲାଇନ୍
ନୂତନ ଜାତୀୟ ଶିକ୍ଷା ନୀତି ପାଇଁ ଆସିଲା ଗାଇଡଲାଇନ୍ ଭୁବନେଶ୍ୱର: ନୂତନ ଜାତୀୟ ଶିକ୍ଷାନୀତି ପାଇଁ ଆସିଲା ଗାଇଡ୍ଲାଇନ୍।ନୂତନ ଶିକ୍ଷାବର୍ଷରୁ ଲାଗୁ ହେବ ଗାଇଡଲାଇନ୍ ।ଏଣିକି ୬…

ଯୋଗୀ ଆଦିତ୍ୟନାଥ ବାଣପୁରରେ
ଭୁବନେଶ୍ୱର:ବାଣପୁରରେ ଆଜି ନିର୍ବାଚନ ପ୍ରଚାର କରି।ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ ପ୍ରଭୁ ଜଗନ୍ନାଥ ଆମକୁ ଶକ୍ତି ଦିଅନ୍ତୁ ଯେପରି ଓଡ଼ିଶାରେ ଡବଲ ଇଂଜିନ…

ପୁରୀରେ ବଡ଼ ଅଘଟଣବାଣ ନିଆଁ ପଡି ୨୫ରୁ ଅଧିକ ଆହତ.
ପୁରୀ :ଭକ୍ତଙ୍କ ଭିଡ ବେଳେ ବାଣ ନିଆଁ ପଡି ୨୫ରୁ ଅଧିକ ଆହତ, ଆହତଙ୍କ ମଧ୍ୟରେ କିଛି ଗୁରୁତର ଓ ଶିଶୁ ଥିବା ଜଣାପଡ଼ିଛି!ପୁରୀରେ ବଡ଼ ଅଘଟଣ…