ଦୁଇ ଆକ୍ରମଣକାରୀ ଯୁବକ ଗିରଫ।

ଦୁଇ ଆକ୍ରମଣକାରୀ ଯୁବକ ଗିରଫ।

ନିମଖଣ୍ଡି ଥାନା ଅର୍ନ୍ତଗତ ଫୁଲଟା ଗ୍ରାମର ଦୀପକ୍ ପ୍ରଧାନ ଓ ପ୍ରଶାନ୍ତ କୁମାର ନାହାକ ନାମକ ଦୁଇ ଯୁବକ କୁ ନିମଖଣ୍ଡି ଥାନା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ଓ ଉକ୍ତ ଯୁବକ ଦୁଇ ଯୁବକ ବିଗତ ଦିନରେ ୭ ଜଣ ଲୋକଙ୍କୁ ମାରଣାନ୍ତକ ଆକ୍ରମଣ କରିଛନ୍ତି ବୋଲି ଥାନାରେ ଅଭିଯୋଗ ହୋଇଥିବା ସହ ଆହୁରି କିଛି ମାମଲା ରେ ଜଡିତ ହେଇଥିବାର ସୁଚନା ମିଳୁଛି। ଗିରଫ ଯୁବକଙ୍କ ଠାରୁ ପୋଲିସ ଗୋଟିଏ ଖଣ୍ଡା ଓ ଠେଙ୍ଗା ଜବତ ହୋଇଛି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!

Leave a Reply

Your email address will not be published. Required fields are marked *