ଦିନ ୨ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ଉପରେ ଓଡ଼ିଶାର ୨ ସହରର ତାପମାତ୍ରା ଭୁବନେଶ୍ୱର: ସାରା ଓଡ଼ିଶାରେ ବୃଦ୍ଧି ପାଉଛି ଗରମ ଓ ଗୁଳୁଗୁଳି।ଆଜି ଦିନ ୨ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ଉପରେ ରହିଛି ଓଡ଼ିଶାର ୨ ସହରର ତାପମାତ୍ରା।ଝାରସୁଗୁଡ଼ା ୪୦.୨,ସମ୍ବଲପୁର ୪୦ ଡିଗ୍ରୀ, ରାଉରକେଲା ୩୯.୪, ହୀରାକୁଦ ୩୯ ଡିଗ୍ରୀ,କେନ୍ଦୁଝର ୩୭.୬ ଓ ଚାନ୍ଦବାଲି ୩୭ ଡିଗ୍ରୀ ରେକର୍ଡ କରାଯାଇଛି।ରାଜଧାନୀ ଭୁବନେଶ୍ବରରେ ତାତି ୩୭ ଡିଗ୍ରୀ ରେକର୍ଡ କରାଯାଇଛି।ଆସନ୍ତା ୩ ଦିନ ରାଜ୍ୟର ବହୁ ସ୍ଥାନରେ ଅସମ୍ଭାଳ ତାତି ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
Related Posts

କାଲି ଗଞ୍ଜାମ ଓ ମାଲକାନଗିରିରେ ସ୍କୁଲ୍ ବନ୍ଦ
କାଲି ଗଞ୍ଜାମ ଓ ମାଲକାନଗିରିରେ ସ୍କୁଲ୍ ବନ୍ଦ ଭୁବନେଶ୍ୱର: ଆସନ୍ତାକାଲି ଗଞ୍ଜାମ ଓ ମାଲକାନଗିରି ଜିଲ୍ଲାର ସବୁ ସ୍କୁଲ୍ ବନ୍ଦ ରହିବ।ଜିଲ୍ଲାରେ ଥିବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର…

ଛେଳିଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରେ ପତାକା ଉତ୍ତୋଳନ କଲେ ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ
ଛେଳିଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରେ ପତାକା ଉତ୍ତୋଳନ କଲେ ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ଆର. ଉଦୟଗିରି(ମନୋଜ କୁମାର ପାଢୀ/ ତା 27/01/2025 ରିଖ ରବିବାର ଦିନ…

ପାରଳା ମୁନିସିପାଲିଟିର ଦାୟିତ୍ବହୀନତା
ପାରଳା ମୁନିସିପାଲିଟିର ଦାୟିତ୍ବହୀନତା ଗଜପତି -: (୧୭/୭/୨୦୨୪):ପାରଳା ମୁନିସିପାଲିଟି ତଥା ପ୍ରଶାସନର ଅବହେଳା ଓ ନିଷ୍କ୍ରିୟତା ଯୋଗୁଁ ପାରଳା ସହରରେ ଡ୍ରେନେଜ ବ୍ୟବସ୍ଥା ବିପଯ୍ୟସ୍ତ ହୋଇପଡିଛି. ଯଦ୍ୱାରା…