ଥୁଆପାଲି ଧନୁଯାତ୍ରା ମହୋତ୍ସବ ର ପଞ୍ଚମ ଦିନରେ ନାରଦଙ୍କ ପରାମର୍ଶ କ୍ରମେ ମହାରାଜ କଂସ ଗୋପପୁର କୁ ପୁତନା ରାକ୍ଷସୀ କୁ ପ୍ରେରଣ।

ଥୁଆପାଲି ଧନୁଯାତ୍ରା ମହୋତ୍ସବ ର ପଞ୍ଚମ ଦିନରେ ନାରଦଙ୍କ ପରାମର୍ଶ କ୍ରମେ ମହାରାଜ କଂସ ଗୋପପୁର କୁ ପୁତନା ରାକ୍ଷସୀ କୁ ପ୍ରେରଣ।

ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ଧନୁଯାତ୍ରା ମହୋତ୍ସବ ୨୪ ର ପଞ୍ଚମ ଦିନ ରେ ମହାରାଜ କଂସ ପ୍ରଜା ମାନକଂ ସୁଖଦୁଃଖ ବୁଝି ଥିଲେ। ମହାରାଜ କଂସ କୁଂ ଶୂନ୍ଯବାଣୀ ହୋଇଥିଲା ଅଷ୍ଟମ ଗର୍ଭରେ ଶ୍ରୀକୃଷ୍ଣ ଜାତ ହୋଇ ତୋର ମୃତ୍ୟୁ ସୁନିଶ୍ଚିତ ଶୁଣି କଂସ ମହାରାଜ ମର୍ମାହତ ହୋଇଥିବା, ସମୟରେ ନାରଦ ଉପସ୍ଥିତ ହୋଇଥିଲେ। କଂସ ମହାରାଜ କୁଂ କୃଷ୍ନ ଙ୍କୁ ମାରିବା ପାଇଁ ପୁତନା ରାକ୍ଷସୀ ପଠାଇବା ପାଇଁ ପରାମର୍ଶ ଦେଇଥିଲେ। କଂସ କଂ ନିର୍ଦ୍ଦେଶ କ୍ରମେ ଗୋପପୁର କୁ ପଠାଥିଲେ। କଂସ ମହାରାଜ ଭୂମିକା ରେ ଗୋପାଳ ପଣ୍ଡା, ମନ୍ତ୍ରୀ ଲଖିଦ୍ର ଭୂଏ, ସେନାପତି ହେମନ୍ତ, ଚାଣୁର ଦେବାନନ୍ଦ ଛନ୍ଦ, ମୁଷ୍ଟିକ ସୁନୀଲ ରାଓ, ପୁତନା ଅନ୍ତ ପ୍ରଧାନ ଓ ନାରଦ ଭୂମିକାରେ ପାର୍ଥ ଭାଟି ଅଭିନୟ ଉଚ୍ଚ କୋଟୀର ହେଉଥିବାରୁ ଦର୍ଶକ ପ୍ରଶଂସା କରିଥିଲେ। ଏହି ସମୟରେ ମୀନାବଜାର ଓ ଖାଦ୍ୟ ପେୟ ଦୋକାନ ବଜାର ଲାଗି ଥିବାରୁ ଧନୁଯାତ୍ରା କୁ ଉପଭୋଗ କରୁଛନ୍ତି। ଦିନକୁ ଦିନ ଦର୍ଶକ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଧନୁଯାତ୍ରା ମହୋତ୍ସବ ୨୪ ର କମିଟି ପରିଚାଳନା ରେ ସଂପୂର୍ଣ୍ଣ ଭାବେ ସହଯୋଗ କରୁଛନ୍ତି।

Leave a Reply

Your email address will not be published. Required fields are marked *